Category: କ୍ରୀଡା

  • IPL ମହାସମର..ଆଜି CSK VS LSG ମୁକାବିଲା

    IPL ମହାସମର..ଆଜି CSK VS LSG ମୁକାବିଲା

    CSK VS LSG

    ଆଜି IPLରେ ଗୋଟିଏ ମ୍ୟାଚ୍ ଖେଳାଯିବ । ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏହି ମୁକାବିଲା ହେବ । ସନ୍ଧ୍ୟା ୭.୩୦ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

    ଧୋନିଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଚଳିତ ସିଜିନରେ ଦଳର ଏହା ଦ୍ୱିତୀୟ ମ୍ୟାଚ୍ ହେବ । ପ୍ରଥମ ମ୍ୟାଚରେ ଗୁଜରାଟ ଠାରୁ ୫ ୱିକେଟରେ ହାରିଛି ଧୋନି ବାହିନୀ । ତେଣୁ ଆଜିର ମ୍ୟାଚ୍ ଜିତି ଖାତା ଖୋଲିବା ଅପେକ୍ଷାରେ ରହିଛି ଚେନ୍ନାଇ । ସେପଟେ, ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରି ମନୋବଳ ଦୃଢ଼ କରିଛି । ବିଜୟ ଧାରା ଜାରି ରଖିବାକୁ ସମସ୍ତ ଉଦ୍ୟମ କରିବେ ଅଧିନାୟକ ରାହୁଲ ।

    ଗତକାଲି ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଗୋଟିଏ ମ୍ୟାଚରେ ହାଇଦ୍ରାବାଦକୁ ରାଜସ୍ଥାନ ହରାଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ ମୁମ୍ବାଇକୁ ହରାଇଥିଲା ବାଙ୍ଗାଲୋର ।

  • ପଞ୍ଜାବ,ଲକ୍ଷ୍ନୌ ବିଜୟୀ..ଆଜି SH-RR ଓ RCB-MI ଲଢ଼େଇ

    ପଞ୍ଜାବ,ଲକ୍ଷ୍ନୌ ବିଜୟୀ..ଆଜି SH-RR ଓ RCB-MI ଲଢ଼େଇ

    IPL DOUBLE MATCH

    IPLର ଏକ ମ୍ୟାଚରେ ଡିଏଲ୍ଏସ(DLS) ମେଥଡରେ ପଞ୍ଜାବ କିଙ୍ଗସ ବିଜୟୀ(WIN) ହୋଇଛି । କୋଲକାତା ନାଇଟ୍ ରାଇଡର୍ସ(KolkataKnightRiders)କୁ ୭ ରନରେ ହରାଇଛି ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୯୧ ରନ୍ କରିଥିଲା ପଞ୍ଜାବ କିଙ୍ଗସ(PunjabKings) । ଜବାବରେ କୋଲକାତା ୧୬ ଓଭରରେ ୧୪୬ ରନ୍ କରିଥିଲା । ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରିନଥିଲା । ଶେଷରେ ପଞ୍ଜାବ ୭ ରନରେ ବିଜୟୀ ଘୋଷିତ ହୋଇଥିଲା ।

    ଅନ୍ୟ ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(DelhiCapitals)କୁ ୫୦ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ (LucknowSuperGiants)। ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୯୩ ରନ୍ କରିଥିଲା । ୧୯୪ ରନ୍ ଟାର୍ଗେଟ୍ ପିଛା କରି ଦିଲ୍ଲୀ ୧୪୩ ରନରେ ସୀମିତ ରହିଥିଲା । ଅଧିନାୟକ ୱାର୍ଣ୍ଣର ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ଦଳକୁ ବିଜୟୀ କରାଇପାରିନଥିଲେ ।

    IPLରେ ଆଜି ୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ ଅପରାହ୍ଣ ୩.୩୦ରେ ଖେଳାଯିବ । ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଓ ରାଜସ୍ଥାନ ରୟାଲ୍ସ (RajasthanRoyals) ମଧ୍ୟରେ ମୁକାବିଲା ହେବ । ସେହିପରି ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋର (Bangalore)ସହ ଲଢ଼ିବ ମୁମ୍ବାଇ ଇଣ୍ଡିଆନ୍ସ (MumbaiIndians)।

  • ଉଦଘାଟନୀ ମ୍ୟାଚ୍ ଜିତିଲା ଗୁଜରାଟ’…ଆଜି ଡବଲ ମୁକାବିଲା

    ଉଦଘାଟନୀ ମ୍ୟାଚ୍ ଜିତିଲା ଗୁଜରାଟ’…ଆଜି ଡବଲ ମୁକାବିଲା

    IPL 2023

    ଫଟାଫଟ୍ କ୍ରିକେଟ୍ IPL ଆରମ୍ଭ ହୋଇଯାଇଛି । ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ ସହ ବିଜୟ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ । ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ହରାଇ ଗୁଜରାଟ ଉଦଘାଟନୀ ମ୍ୟାଚ୍ ଜିତିଛି । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୭୮ ରନ୍ କରିଥିଲା । ଶତକରୁ ବଞ୍ଚିତ ଋତୁରାଜ ଗାଏକୱାଡ ସର୍ବାଧିକ ୯୨ ରନ୍ କରିଥିଲେ । ଜବାବରେ ଗୁଜରାଟ ୫ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଗୁଜରାଟ ଗିଲ୍ ସର୍ବାଧିକ ୬୩ ରନ୍ କରିଥିଲେ ।

    ସେପଟେ, ଆଜି IPLରେ ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ୩ଟା ୩୦ରେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ମଧ୍ୟରେ ମୁକାବିଲା ହେବ । ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ । ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେବେ ।

  • IPL ରେକର୍ଡ ବୁକ୍…ଷ୍ଟାର ଖେଳାଳିଙ୍କ କମାଲ

    IPL ରେକର୍ଡ ବୁକ୍…ଷ୍ଟାର ଖେଳାଳିଙ୍କ କମାଲ

    IPL RECORD BOOK

    IPLରେ କେତେବେଳେ କାହାର ବ୍ୟାଟ୍ ଚାଲେ ତ କେତେବେଳେ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ହୋଇଥାନ୍ତି ବ୍ୟାଟସମ୍ୟାନ୍ । ବ୍ୟାଟିଂ, ବୋଲିଂରେ ବଢ଼ିଆ ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥାନ୍ତି ଏମିତି କିଛି ନାମିଦାମି ଖେଳାଳି । ସେମାନଙ୍କ ପ୍ରଦର୍ଶନ ସବୁବେଳେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ ..। ସର୍ବାଧିକ ରନ୍(run) ତାଲିକାର ଶୀର୍ଷ(top)ରେ ଅଛନ୍ତି ରନ୍ ମେସିନ୍ କୋହଲି । ୨୦୦୮ରୁ ୨୦୨୨ ଯାଏ ୨୨୩ ମ୍ୟାଚ୍ ଖେଳି ୬୬୨୪ ରନ୍ କରିଛନ୍ତି । ୬୨୪୪ ରନ୍ ସହ ଦ୍ୱିତୀୟରେ ଧାୱନ, ୫୮୮୧ ରନ୍ ସହ ତୃତୀୟରେ ଅଛନ୍ତି ବିସ୍ଫୋରକ ୱାର୍ଣ୍ଣର । ହିଟ୍ ମ୍ୟାନ୍ ରୋହିତ ୫୮୭୯ ରନ୍ ସହ ଚତୁର୍ଥ ସ୍ଥାନରେ ଥିବାବେଳେ ରୈନାଙ୍କ ସ୍ଥାନ ପଞ୍ଚମ । ମିଷ୍ଟର ୩୬୦ ଡିଗ୍ରୀ ଡିଭିଲିୟର୍ସ ୫୧୬୨ ରନ୍ ସହ ଷଷ୍ଠରେ ଥିବାବେଳେ ସେ IPLକୁ ବାୟ ବାୟ କରିସାରିଛନ୍ତି । ସେହିଭଳି କ୍ୟାପଟେନ୍ କୁଲ୍ ତାଲିକାର ସପ୍ତମରେ ଥିବାବେଳେ ଅଷ୍ଟମରେ ଅଛନ୍ତି କ୍ରିସ୍ ଗେଲ୍ । ନବମରେ ଉଥପ୍ପା ଏବଂ ୪୩୭୬ ରନ୍ ସହ ଦଶମ ସ୍ଥାନ ଅକ୍ତିଆର କରିଛନ୍ତି ଦିନେଶ କାର୍ତ୍ତିକ ।

    ସେପଟେ,ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଡୱେନ ବ୍ରାଭୋ । ସର୍ବାଧିକ ୱିକେଟ(wicket) ହାସଲକାରୀ କ୍ରିକେଟର । ୨୦୦୮ରୁ ୨୦୨୨ ଯାଏ ୧୬୧ ମ୍ୟାଚ୍ ଖେଳି ୧୮୩ ୱିକେଟ୍ ନେଇଛନ୍ତି । ମାଲିଙ୍ଗା ୧୭୦ ୱିକେଟ ନେଇ ଦ୍ୱିତୀୟରେ ଥିବାବେଳେ ୧୬୬ ୱିକେଟ ସହ ତୃତୀୟରେ ଅଛନ୍ତି ଚହଲ । ୧୫୭ ୱିକେଟ ନେଇ ଷଷ୍ଠ ସ୍ଥାନରେ ଥିବା ଅଶ୍ୱିନ ଏବେ ବି ରାଜସ୍ଥାନ ପାଇଁ ଖେଳୁଛନ୍ତି । ସେହିଭଳି ୧୫୪ ୱିକେଟ୍ ସହ ସପ୍ତମରେ ଅଛନ୍ତି ଭୁବନେଶ୍ୱର କୁମାର । ୧୫୨ ୱିକେଟ୍ ସହ ଅଷ୍ଟମରେ ନାରିନ୍, ୧୪୫ ୱିକେଟ ନେଇ ଦଶମ ସ୍ଥାନରେ ଅଛନ୍ତି ବୁମରା ।

  • IPLରେ ମୁମ୍ବାଇ, ଚେନ୍ନାଇର ଦବଦବା..ଇତିହାସ ରଚିବ କି ନୂଆ ଟିମ୍ ?

    IPLରେ ମୁମ୍ବାଇ, ଚେନ୍ନାଇର ଦବଦବା..ଇତିହାସ ରଚିବ କି ନୂଆ ଟିମ୍ ?

    IPL WINNER

    IPL ବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଅଷ୍ଟ୍ରେଲିଆର ବିଗ୍ ବସ୍ ହେଉ ଅବା ଇଂଲଣ୍ଡର ଟି-ଟ୍ୱେଣ୍ଟି ବ୍ଲାଷ୍ଟ । ୱେଷ୍ଟଇଣ୍ଡିଜର କାରବିୟାନ୍ ପ୍ରିମିୟର ଲିଗ୍ ହେଉ ଅବା ପାକିସ୍ତାନ ସୁପର ଲିଗ୍, ସବୁଠି ସମସ୍ତଙ୍କ ଆଗରେ IPL । ଏହାର ଲୋକପ୍ରିୟତା ଢେର ଅଧିକ । ବଛାବଛା ଦେଶୀ ବିଦେଶୀ ଖେଳାଳିଙ୍କୁ କୋଟି କୋଟି ଟଙ୍କାରେ କିଣିଥାନ୍ତି ଟିମ୍ ମାଲିକ । ସେମାନେ ଦମଦାର ପ୍ରଦର୍ଶନ କରି ନିଜ ନିଜ ଦଳକୁ ଚାମ୍ପିଅନ୍(Champion) କରାଇଥାନ୍ତି । ହେଲେ ଭାଗ୍ୟ ସବୁବେଳେ ସମସ୍ତ ସାଥ୍ ଦିଏନି । IPL ଇତିହାସରେ କିନ୍ତୁ ମୁମ୍ବାଇ, ଚେନ୍ନାଇ ପରି ଟିମର ଦବଦବା ଦେଖିବାକୁ ମିଳିଛି ।
    ୨୦୦୮ରୁ ଦେଶରେ ଏଣ୍ଟ୍ରି କରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଧୋନିଙ୍କ କ୍ୟାପଟେନସିପରେ ମୈଦାନକୁ ଓହ୍ଲାଇଥିଲା ଚେନ୍ନାଇ ସୁପର କିଙ୍ଗସ(CSK) । ଉଦଘାଟନୀ ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ଠାରୁ ହାରି ରନର୍ସ ଅପ୍(runners up) ହୁଏ ଚେନ୍ନାଇ । ୨୦୧୦ ଓ ୨୦୧୧ରେ ଧୋନି ବାହିନୀ ଚାମ୍ପିଅନ୍ ହୁଏ । ୨୦୧୮ ଏବଂ ୨୦୨୧ରେ ପୁଣି ବାଜିମାରେ ଟିମ୍ ।

    ୨୦୧୩ରେ ରୋହିତ ଶର୍ମା ମୁମ୍ବାଇ(MI)କୁ ଲିଡ୍ କରି ପ୍ରଥମ ଥର ପାଇଁ ଟାଇଟଲ୍(title) ଜିତିଥିଲେ । ଗୋଟିଏ ପରେ ଗୋଟିଏ ଟ୍ରଫି(trophy) ହାସଲ କରନ୍ତି ହିଟ୍ ମ୍ୟାନ୍ । ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୧ରେ ମୁମ୍ବାଇ ଟାଇଟଲ୍ ହାସଲ କରିଛି । ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୫ ଥର ଚାମ୍ପିଅନ୍ ହୋଇଥିବା ବେଳେ ଏଥର ମଧ୍ୟ ଟ୍ରଫି ନେବାକୁ ମୈଦାନରେ ଲଢ଼ିବ ।

    କୋଲକାତା ୨୦୧୨ ଓ ୨୦୧୪ରେ ବାଜି ମାରିଥିବା ବେଳେ ରାଜସ୍ଥାନ, ହାଇଦ୍ରାବାଦ, ଡେକାନ୍ ଚାର୍ଜର୍ସ ଥରେ ଲେଖାଏଁ ଟାଇଟଲ୍ ଜିତିଛନ୍ତି । ତେବେ ସବୁଠୁ ସଫଳ ଟିମ୍ ଭାବେ ଗୁଜରାଟ(Gujarat) ପ୍ରଥମ ଥର ଏଣ୍ଟ୍ରି କରି ଗତବର୍ଷ ଚାମ୍ପିଅନ୍ ହୋଇଥିଲା । ପଞ୍ଜାବ,ଦିଲ୍ଲୀ,ବାଙ୍ଗାଲୋର ଭଳି ଟିମ୍ ଫାଇନାଲ୍(final) ଯାଇଥିଲେ ସୁଦ୍ଧା ସୁଯୋଗ ହାତଛଡ଼ା କରିଛନ୍ତି । ଚଳିତଥର କିନ୍ତୁ ନୂଆ ଟିମ୍ ଜିତିବା ନେଇ ପ୍ରେଡିକ୍ସନ କରିଛନ୍ତି କ୍ରିକେଟ୍(cricket) ସମୀକ୍ଷକ ।

  • ଆସନ୍ତାକାଲି ଠାରୁ IPL…ଗୁଜରାଟ VS ଚେନ୍ନାଇ ଉଦଘାଟନୀ ଲଢ଼େଇ

    ଆସନ୍ତାକାଲି ଠାରୁ IPL…ଗୁଜରାଟ VS ଚେନ୍ନାଇ ଉଦଘାଟନୀ ଲଢ଼େଇ

    IPL : GUJRAT VS CHENNAI

    WPL ପରେ ଏବେ IPL । ଏବେ ପୁଣି ଥରେ ମୈଦାନ ପ୍ରସ୍ତୁତ । ଶୁକ୍ରବାର ଅର୍ଥାତ ଆସନ୍ତାକାଲି ଠାରୁ ଫଟାଫଟ୍ କ୍ରିକେଟ୍ IPLର ଷୋଡ଼ଶ ସଂସ୍କରଣ ଆରମ୍ଭ ହେଉଛି । ମୈଦାନରେ ରନ୍ ବର୍ଷା ହେବ । ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଜମିବ । ସେପଟେ, ଚଳିତ ଥର କିଏ ବାଜି ମାରିବ ସେ ନେଇ ଅଙ୍କକଷା ମଧ୍ୟ ଆରମ୍ଭ ହେଲାଣି । ପଡ଼ିଆ ପ୍ରସ୍ତୁତ ଥିବାବେଳେ ଖେଳାଳି ବି ତୟାର ଅଛନ୍ତି । ମୈଦାନରେ ଲଢ଼ି ନିଜର ଯୋଶ ଦେଖାଇବେ । ବ୍ୟାଟିଂ ଓ ବୋଲିଂରେ ଖେଳାଳିମାନେ କମାଲ କରିବେ ।

    ଗତଥର ପରି ଏଥର ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି ୧୦ଟି ଟିମ୍ । ମାର୍ଚ୍ଚ ୩୧ରୁ ମେ ୨୮ ଯାଏ ଦର୍ଶକମାନେ ମ୍ୟାଚର ଭରପୂର ମଜା ନେବେ । ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନର ସାମ୍ନା କରିବ ଚେନ୍ନାଇ ସୁପର କିଙ୍ଗସ (Gujarat VS Chennai) । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ ଦୁଇ ଟିମ୍ ।

    ଟିମ୍ ଇଣ୍ଡିଆର ଟପ୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତବର୍ଷ ଗୁଜରାଟ(Gujrat)କୁ ଚାମ୍ପିଅନ୍ କରାଇଥିଲେ । ଇନଫର୍ମ ଗିଲ୍,ବିସ୍ଫୋରକ ମିଲର, ୱାଡେ, ୱିଲିୟମସନ୍, ଓଡେନ୍ ସ୍ମିଥଙ୍କ ପରି ଖେଳାଳି ଟିମରେ ଥିବାବେଳେ ଅଭିଜ୍ଞ ସାମିଙ୍କ ସହ ବିଶ୍ୱର ଟପ୍ ସ୍ପିନର ରସିଦ ଖାନ ବୋଲିଂ ବିପକ୍ଷ ଟିମ୍ ପାଇଁ ଯଥେଷ୍ଟ । ଗତଥରର ରିପିଟେସନ ପାଇଁ ପଡ଼ିଆକୁ ଓହ୍ଲାଇବେ ଖେଳାଳି ।

    ସେପଟେ, ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ(Chennai) ୨୦୦୮ରୁ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ୨୦୨୨ ଦଳ ପାଇଁ ଅଶୁଭ ଥିଲା । ଏଥର କିନ୍ତୁ ସବୁ ଓଲଟପାଲଟ କରିବାକୁ ରଣନୀତି (strategy)ପ୍ରସ୍ତୁତ ହୋଇଛି । ଗାଏକୱାଡ, ଧୋନି, ଜାଡେଜାଙ୍କ ସମେତ ମୋଇନ୍ ଅଲ୍ଲୀ,କନୱେ ଟିମ୍ ପାଇଁ ଲଢ଼ିବେ । ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଉପସ୍ଥିତି ଖେଳାଳିଙ୍କ ମନୋବଳ ବଢ଼ାଇଛି । ଅଲରାଉଣ୍ଡର ଡୁବେ,ପ୍ରଟୋରିୟସଙ୍କ ଉପରେ ମଧ୍ୟ ଦଳ ଭରସା ରଖିଛି ।

    ଚଳିତ ସିଜିନ୍ ପରେ IPLକୁ ବାୟ ବାୟ କରିପାରନ୍ତି ମାହି । ତେଣୁ ଦଳକୁ ଚାମ୍ପିଅନ୍ କରାଇ ଧୋନିଙ୍କୁ ଗିଫ୍ଟ ଦେବାକୁ ସମସ୍ତ ବଳ ପ୍ରୟୋଗ କରିବେ ଖେଳାଳି । ସେପଟେ କିନ୍ତୁ ପାଣ୍ଡ୍ୟା ଉଦଘାଟନୀ ମ୍ୟାଚରୁ ହିଁ ବିପର୍ଯ୍ୟୟ ସୃଷ୍ଟି (creating disaster)କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

  • Ways to Run Indoors and with Limited Space

    Ways to Run Indoors and with Limited Space

    Lorem ipsum dolor sit amet, consectetur adipiscing elit. Aliquam eros ante, placerat ac pulvinar at, iaculis a quam. Duis ut risus lobortis diam molestie vehicula. Nunc aliquet lectus at egestas tristique. Orci varius natoque penatibus et magnis dis parturient montes, nascetur ridiculus mus. Ut commodo vel quam sit amet aliquam. Nulla facilisi. Sed enim libero, pellentesque euismod hendrerit sed, vestibulum nec mi. Integer aliquam purus blandit eleifend auctor. Maecenas porttitor eros at pulvinar lobortis. Donec arcu ante, fringilla id orci id, dignissim mollis sapien. Aenean vehicula justo mauris, eget interdum turpis dapibus a.

    Quisque massa mauris, imperdiet in nisl vitae, mollis faucibus enim. Suspendisse mollis tempus enim, id tincidunt velit lacinia eget. Nam tincidunt lorem sit amet malesuada aliquet. Morbi pellentesque pharetra turpis vel mattis. Proin vulputate aliquet tincidunt. Nulla sed urna consequat, aliquam diam in, congue metus. Nullam sit amet aliquam orci.

    Donec lorem metus, pulvinar sit amet augue ut, tristique euismod neque. Nullam vitae hendrerit tellus, sit amet maximus lorem. Praesent commodo orci ut venenatis dictum. Pellentesque odio quam, rutrum a mi sed, aliquet ullamcorper ipsum. Phasellus bibendum elit ligula, sed placerat diam hendrerit non. Suspendisse commodo tempus leo at congue. Curabitur aliquet efficitur nisi, eu dignissim dui consectetur vitae. Aenean eget magna quis est tincidunt maximus. Nunc non metus vitae sem imperdiet scelerisque. Aenean egestas euismod ante, id congue ligula egestas sed. Quisque eros enim, dignissim non efficitur posuere, viverra in velit. Aliquam ac pretium sem. Suspendisse fringilla mattis orci in consequat. Mauris quis nulla sed dui volutpat semper eget at neque.

  • Most Extreme Motorcycle Races

    Most Extreme Motorcycle Races

  • Cycling benefits and disadvantages

    Cycling benefits and disadvantages

  • Development of the Sports Ground

    Development of the Sports Ground