ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ତଣାତଣି: ସରକାରୀ ଫାଇଲ ସୁରକ୍ଷା ନେଇ କଡା ନିର୍ଦ୍ଦେଶ ଜାରି, ଚର୍ଚ୍ଚା ଜୋର

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ନେଇ ରାଜନୈତିକ ପରିବେଶ ଅତ୍ୟନ୍ତ ଗରମ ହୋଇଯାଇଛି। ବିଭିନ୍ନ ମାଧ୍ୟମ ଓ ରାଜନୈତିକ ମହଳରେ ଆସୁଥିବା…

ବଙ୍ଗାଳରେ ଟଳିଲା ମମତାଙ୍କ ଗଡ

ଦିଦିଙ୍କୁ ବଡ଼ ଝଟକା, ପ୍ରଥମ ଥର ସରକାର ଗଢ଼ିପାରେ ବିଜେପି ବଙ୍ଗାଳରେ ବିଜେପିର ବଡ଼ ଲିଡ୍, ଟିଏମ୍‌ସି ପଡିଲା ପଛରେ ପଶ୍ଚିମବଙ୍ଗରେ…

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ

ଜନତା ପାର୍ଟି, ତୃଣମୂଳ କଂଗ୍ରେସ ରାଜନିତି ତୀବ୍ରଓଡ଼ିଆ ନେତାଙ୍କ ସହ ବିଜେପିର ମେଗା ରଣନୀତିପଶ୍ଚିମବଙ୍ଗରେ ଜୋରଦାର ଲଢ଼େଇବିଜେପି-ତୃଣମୂଳ ମୁକାବିଲାରେ ତୀବ୍ର ରଣନୀତି…

ମୁଖ୍ୟମନ୍ତ୍ରୀ ମମତାଙ୍କ ଇସ୍ତାହାର ପ୍ରକାଶ: କହିଲେ ବିଜେପି ଜାଣିଛି ପଶ୍ଚିମବଙ୍ଗରେ ହାରିବ, ତେଣୁ ରାଷ୍ଟ୍ରପତି ଶାସନ ଭଳି ବାତାବରଣ ସୃଷ୍ଟି କରୁଛି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଶୁକ୍ରବାର କୋଲକାତାରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ…

ମମତାଙ୍କ ଗଡ଼କୁ ଲକ୍ଷ୍ୟ କରି ଶାହଙ୍କ ଗର୍ଜନ, ବଙ୍ଗଳା ଜନସଭାରେ କଡ଼ା ସମାଲୋଚନା

ମମତା ବାନାର୍ଜୀଙ୍କ ଗଡରେ ଜୋରଦାର ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପଶ୍ଚିମବଙ୍ଗରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ…

ଦିଦି ତମ ସମୟ ଶେଷ, ୨୦୨୬ରେ ବେଙ୍ଗଲରେ ବିଜେପି ସରକାର: ଶାହା

ଆକ୍ସନ ମୋଡରେ ବିଜେପି | ଦିଦିଙ୍କ ଗଡ ଭାଙ୍ଗି ଗେରୁଆ କରିବାକୁ ଲକ୍ଷ୍ୟ ରଖିଛି ବିଜେପି | ଏଥିପାଇଁ ଦିଲ୍ଲୀରୁ ହେଉଛି…

ଇଣ୍ଡିଆର ସ୍ଥାୟୀତ୍ବକୁ ନେଇ ଠିଆ ହେଲାଣି ପ୍ରଶ୍ନବାଚୀ

ଏବେ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ଭିତରେ ଇଣ୍ଡିଆ ଓ ଇଣ୍ଡିଆର ସ୍ଥାୟୀତ୍ୱକୁ ନେଇ ଚର୍ଚ୍ଚା। ୟୁପିଏ ନାମ ବଦଳାଇ ବିରୋଧୀ…

ମୁକୁଲଙ୍କ ଦଳଡିଆଁ କଳା, ଏବେ ପୁଣି ବିଜେପିକୁ ଡେଇଁବେ !

ପଶ୍ଚିମବଙ୍ଗ ରାଜନୀତିରେ କେତେବେଳେ କ’ଣ ଘଟୁଛି ତାହା ଆକଳନ କରିବା ଅସମ୍ଭବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…