ନିଶା ବେପାରୀ ସାବଧାନ ! ପାରାଦ୍ୱୀପରେ ପୋଲିସର କଡ଼ା ନଜର, ସାଇବର ଠକଙ୍କୁ ବି ଛାଡ଼ ନାହିଁ

ବନ୍ଦର ନଗରୀ ପାରାଦ୍ଵୀପ କୁ ଅପରାଧ ମୁକ୍ତ, ନିଶା ମୁକ୍ତ କରିବା ସହିତ ସାଇବର କ୍ରାଇମ କୁ ରୋକିବା ପାଇଁ ପାରାଦ୍ଵୀପ…

ତୁଳସୀ ମହିଳା ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ, ପ୍ରତିଭାବାନ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ଆଜି ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଭବ୍ୟ ଭାବେ ପାଳିତ ହୋଇଛି। ଶିକ୍ଷାନୁଷ୍ଠାନର…

ତ୍ରିରଙ୍ଗାରେ ରଙ୍ଗିଲା ପାରାଦ୍ୱୀପ, ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇଲେ ଯୁବପିଢ଼ି

ଇଂରେଜ ଶାସନ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ଯେଉଁ ମହାନ ସଂଗ୍ରାମୀ ମାନେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏବଂ…

ବିଶ୍ବ ଆଦିବାସୀ ଦିବସରେ ଆଦିବାସୀଙ୍କ ମହାମେଳି।

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସୋରଡା ଠାରେ ଆଦିବାସୀଙ୍କ ମେଳି ହୋଇ ଥିବା ଦେଖିବାକୁ ମିଳିଛି। ବିଶ୍ଵ ରେ ଆଦିବାସୀ ଦିବସ…

ସୁବର୍ଣ୍ଣରେଖା ନଦୀରୁ ମିଳିଲା ଶିବଲିଙ୍ଗ, ଶ୍ରଦ୍ଧାର ସହ ୧୦୮ ଢାଳରେ ଜଳାଭିଷେକ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଛୋଟଖାନ୍ ପୁର ଚଡ଼ ବଡ଼ାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରୁ ଏକ ଶିବଲିଙ୍ଗ ମିଳିବା ଘଟଣାକୁ…

ଭୁଲ ଇଞ୍ଜେକ୍ସନ ଅଭିଯୋଗରେ ୧୮ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ, ଭାପୁର ମେଡିକାଲରେ ଉତ୍ତେଜନା

ସାଧାରଣ ଜ୍ୱରର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିବା ଜଣେ ୧୮ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁକୁ ନେଇ ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ…

ସ୍କୁଲରୁ ଛାତ୍ର ନିଖୋଜ

ନିଋଦ୍ଧିଷ୍ଟଙ୍କ ସମ୍ପର୍କରେ ସୂଚନାଡାଙ୍ଗସରଡା ହାଇସ୍କୁଲ ହଷ୍ଟେଲରୁ ନିଖୋଜନାମ-କୁନାଲ ସବରଗ୍ରାମ-ଯୁଗପାଦର,ଡାଙ୍ଗସରଡା,ରାୟଗଡାଯୋଗାଯୋଗ ନମ୍ବର:83288778758260083278 କୁନାଲ ସବର ନାମକ ପିଲାଟି ଗତ ୧୦ ଦିନ ଧରି…

SBIରେ ୧୫୩୮ କ୍ଲର୍କ ପଦବୀ ପାଇଁ ନିଯୁକ୍ତି, ଓଡ଼ିଶାରେ ୧୧୧ ସିଟ୍‌; ଅଗଷ୍ଟ ୨୭ ଆବେଦନର ଶେଷ ତାରିଖ

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ବଡ଼ ଖବର। ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ,…

ବରଗଡ଼ରେ ୱେବ୍ ସାମ୍ବାଦିକଙ୍କ ମହାମିଳନ, ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ

ପଶ୍ଚିମ ଓଡ଼ିଶାର ୱେବ୍ ସାମ୍ବାଦିକମାନଙ୍କ ସର୍ବବୃହତ୍ ସଂଗଠନ ପଶ୍ଚିମ ଓଡ଼ିଶା ୱେବ୍ ମିଡିଆ ଆସୋସିଏସନ ର ଷଷ୍ଠ ତମ ବାର୍ଷିକ ଉତ୍ସବ…

ବନ୍ୟା ସ୍ରୋତରେ ଭାସିଗଲେ ଯୁବକ

ଆଜିକୁ ୭ ଦିନ ହେବ ଆଳି-ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରା ରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଅଛି। ଗୋଟେ ପଟରୁ…