
ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସମ୍ବାଦିକଙ୍କ ନ୍ୟାର୍ଜ୍ୟ ଦାବି ପୂରଣ ପାଇଁ ଧାରଣା । ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଧାରଣା ଦିଆଯାଇଥିଲା। ସଂଘର ଜିଲ୍ଲା ସଭାପତି ହରିହର ସ୍ୱାଇଁଙ୍କ ନେତୃତ୍ବରେ ଅୟୋଜିତ ପ୍ରତିବାଦ ସଭାରେ ସାମ୍ବାଦିକଙ୍କୁ ତୁରନ୍ତ ପେନସନ ପ୍ରଦାନ, ସ୍ୱାସ୍ଥ୍ୟ ବୀମା ରେ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରିବା ସହ ସେମାନଙ୍କ ପାଇଁ ସୁରକ୍ଷା ଆଇନ୍ ଲାଗୁ କରିବା ଆଦି ଦାବି ନେଇ ଧାରଣା ଦିଆଯାଇଥିଲା। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପଳଙ୍କୁ ପ୍ରଦାନ କରାଯାଇଛି।
ସେହିଭଳି ଉତ୍କଳ ସମ୍ବାଦିକ ସଙ୍ଘ ର ଆହ୍ୱାନ କ୍ରମେ ଅନୁଗୁଳ ଜିଲ୍ଲା ସମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଧାରଣା ଦିଆଯାଇଛି ।
ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଜିଲ୍ଲା ଶାଖା ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଥିଲା। ସଂଘର ଜିଲ୍ଲା ସଭାପତି ପୁର୍ଣ୍ଣ ଚନ୍ଦ୍ର ସାହୁ ଙ୍କ ନେତୃତ୍ବ ରେ ଅୟୋଜିତ ପ୍ରତିବାଦ ସଭାରେ ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ , ପେନସନ ପ୍ରଦାନ ଭଳି ୫ଦଫା ଦାବି ନେଇ ଧାରଣା ଦିଆଯାଇଛି ।
Can you be more specific about the content of your article? After reading it, I still have some doubts. Hope you can help me. https://accounts.binance.bh/register/person?ref=QCGZMHR6
Thanks for sharing. I read many of your blog posts, cool, your blog is very good. https://www.binance.com/futures/ref?code=JW3W4Y3A
I don’t think the title of your article matches the content lol. Just kidding, mainly because I had some doubts after reading the article. https://www.binance.bh/es/register?ref=RQUR4BEO