ଗାଡି ମାଡ଼ିଗଲା ଘର ଉପରେ ଅଲ୍ପକେ ବର୍ତ୍ତିଲେ ବ୍ଯକ୍ତି, ଘଟଣା ସ୍ଥଳରେ ପୋଲିସର ତଦନ୍ତ

ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟ୍ଟା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତି ଟାଟା ସୁମୋ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ଏକ ଗଞ୍ଜେଇ ଭର୍ତି ଗାଡି ଦ୍ରୁତ ଗତି ରେ ଆସି ଏକ ଘର ଉପରେ ମାଡି ଯାଇଥିଲା ଯାହା ଫଳରେ ଘରଟି ଅଧା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ମାତ୍ର ଘର ଭିତରେ ଶୋଇଥିବା ଲୋକ ମାନେ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଗାଡି ଚାଳକକୁ ଗୁରୁତର ଅବସ୍ଥାରେ ମେଡିକାଳ ରେ ଭର୍ତ୍ତି କରାଯାଇଛି ।ତେବେ ଲାଠୋର ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ଦୁର୍ଘଟଣା ଗ୍ରସ୍ତ ଗାଡି କୁ ଜବତ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

One thought on “ଗାଡି ମାଡ଼ିଗଲା ଘର ଉପରେ ଅଲ୍ପକେ ବର୍ତ୍ତିଲେ ବ୍ଯକ୍ତି, ଘଟଣା ସ୍ଥଳରେ ପୋଲିସର ତଦନ୍ତ”

Leave a Reply

Your email address will not be published. Required fields are marked *