ସୁବର୍ଣ୍ଣରେଖା ନଦୀରୁ ମିଳିଲା ଶିବଲିଙ୍ଗ, ଶ୍ରଦ୍ଧାର ସହ ୧୦୮ ଢାଳରେ ଜଳାଭିଷେକ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଛୋଟଖାନ୍ ପୁର ଚଡ଼ ବଡ଼ାପାଳ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରୁ ଏକ ଶିବଲିଙ୍ଗ ମିଳିବା ଘଟଣାକୁ…