କେନ୍ଦୁଝର: ଚମ୍ପୁଆ ରେଞ୍ଜରେ ଏକର ଏକର ଧାନ ଫସଲ ନଷ୍ଟ କଲେ ହାତୀପଲ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ବଢୁଛି ହାତୀପଲଙ୍କ ଉପଦ୍ରବ । କେତେବେଳେ ଫସଲ ତ ଆଉ କେତେବେଳେ ନଷ୍ଟ କରୁଛନ୍ତି ଘରଦ୍ୱାର…

ହଜାର ଫୁଟ ଉଚ୍ଚରେ ଉଡୁଥିବା ବିମାନର ଫିଟିଗଲା ଜରୁରୀକାଳୀନ ଦ୍ୱାର

ବ୍ରାଜିଲର ଏକ ଯାତ୍ରୀବାହୀ ବିମାନ ହଜାର ଫୁଟ ଉଚ୍ଚରେ ଉଡ଼ିବା ସମୟରେ ତାର ଜରୁରୀକାଳୀନ କବାଟ ଖୋଲିଯାଇଥିଲା। ଫଳରେ ବିମାନ ଭିତରେ…

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା,୨୩ରେ ଛୁଇଁପାରେ ମୌସୁମୀ

ରାଜ୍ୟରେ ତାତି ଥମିବାର ନାଁ ନେଉନି । ପଶ୍ଚିମ ଓଡ଼ିଶା ସମେତ ସମଗ୍ର ଓଡ଼ିଶା ଏବେ ଜଳୁଛି । ସମ୍ବଲପୁର, ଝାରସୁଗୁଡ଼ା…

ଗୁଜରାଟ: ଜୁନାଗଡରେ ଜବରଦଖଲ ଉଚ୍ଛେଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ, ଜଣଙ୍କର ମୃତ୍ୟୁ

ଦୋଳିରୁ ମିଳିଲା ଶବ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ସରିଛି ରଜ , ତା ସହ ଚାଲିଯାଇଛି ଏକ ଜୀବନ । ରଜ ମହୋତ୍ସବ ଚାଲିଥିବା ବେଳେ ଆଜି ସକାଳେ ଏକ…

ପୁଣି ଶିକାରୀଙ୍କ ଗୁଳିରେ ଗଲା ବନ କର୍ମଚାରୀଙ୍କ ଜୀବନ 

ପୁଣି ଶାକାରୀଙ୍କ ଗୁଳିରେ ଗଲା ଜଣେ ବନ କର୍ମଚାରୀଙ୍କ ଜୀବନ  I   ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଆସିଛି ଏଭଳି ଏକ ଅଭାବନୀୟ…

ଜଗଦଲପୁର ପକ୍ଷୀ ଉଦ୍ୟାନରେ ପକ୍ଷୀ ମଡକ, ଛତିଶଗଡର ଏହା ସବୁଠୁ ବଡ ଉଦ୍ୟାନ, ଜାନୁଆରୀରେ ହୋଇଥିଲା ଉଦଘାଟନ

କେନ୍ଦ୍ରାପଡା: ସଦର ଥାନା କନେଷ୍ଟବଳଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଅଭିଯୋଗ

ବଲାଙ୍ଗିର: ଟ୍ରାକ୍ଟର ଓଲଟିବାରୁ ନାବାଳକ ଡ୍ରାଇଭର ମୃତ,  ଲୋଇସିଂଘା ଥାନା ଅଧୀନରେ ଦୁର୍ଘଟଣା, ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ସ୍ଥାନୀୟ ସରପଞ୍ଚଙ୍କର ଥିବା ସୂଚନା

ନେପାଳ ରାଷ୍ଟ୍ରପତି ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି