ଆନ୍ଧ୍ରପ୍ରଦେଶ : ଶ୍ରୀହରିକୋଟା ସ୍ଥିତ ଲଞ୍ଚ ପ୍ୟାଡ଼କୁ ଗଲା ଆଦିତ୍ୟ-L1 ,ଲଞ୍ଚ ପ୍ୟାଡ଼ରେ PSLV-C57 ରକେଟର ପ୍ରଥମ ଫଟୋ ଜାରି କଲା ଇସ୍ରୋ ,ଆସନ୍ତା ସେପ୍ଟେମ୍ବର ୨ ରେ କରାଯିବ ଆଦିତ୍ୟ-L1 କୁ ଲଞ୍ଚ

ଭୁବନେଶ୍ବର : ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ, ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ,ଯୁବତୀଙ୍କୁ ଧମକ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗ, ପ୍ରାଥମିକ ତଦନ୍ତ ଓ ପୀଡ଼ିତାଙ୍କ ବୟାନରୁ ସାମ୍ନାକୁ ଆସିଛି ସତ୍ୟାସତ୍ୟ

ବଲାଙ୍ଗୀର : କଣ୍ଟାବାଞ୍ଜିର ବିଭିନ୍ନ ଅଞ୍ଚଳରେ କଫ୍‌ ସିରପ୍‌ ରେଡ୍‌ ,୩ ଗିରଫ, ୧୫୦ ବୋତଲ କଫ୍‌ ସିରପ୍‌ ଜବତ

ଅନୁଗୁଳ: ବନ୍ତଳା ବନଖଣ୍ଡ ଅଧୀନରେ ହାତୀ ଆତଙ୍କ, ବିଲକୁ ଦମ୍ପତି ଯାଉଥିବା ବେଳେ ହାତୀ ଆକ୍ରମଣ, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ହୋଇ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ଗଜପତି: ଆରୋଗ୍ୟ ପାଇଁ ଚେଙ୍କ ଚିକିତ୍ସା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ବୃଦ୍ଧ, ମୋହନା ବ୍ଲକ ଗୁଲୁବା ପଞ୍ଚାୟତର ଜୁନଶ କନ୍ଧଙ୍କ ସ୍ଥିତି ସଂଗୀନ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ, ବହୁ ସ୍ଥାନରେ ଆକାଶ ରହିବ ମେଘ ମୁକ୍ତ, କାଁ ଭାଁ ସ୍ଥାନରେ ସାମାନ୍ୟ ବର୍ଷା ସମ୍ଭାବନା, ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

କେରଳ: ଗଣପର୍ବ ଓନାମ ପାଇଁ ଉତ୍ସବ ମୁଖର ରାଜ୍ୟ, ନାଚ ଗୀତରେ ମସଗୁଲ କେରଳବାସୀ, ତିରୁବନନ୍ତପୁରମରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ

ଇଣ୍ଡୋନେସିଆ : ବାଲି ସାଗରରେ ୭.୦ମ୍ୟାଗ୍ନିଚ୍ୟୁଡର ଭୂକମ୍ପ, ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫୧୮ କିଲୋମିଟର ଦୂରରେ ଅବସ୍ଥିତ, ଇଣ୍ଡୋନେସିଆର ମାତାରାମଠାରୁ ୨୦୧ କିଲୋମିଟର ଦୂରରେ

American Diorama Pinup Girls Figür Fiyatı, Yorumları Linadent Ağız ve Diş Sağlığı Polikliniği

American Diorama Pinup Girls Figür Fiyatı, Yorumları Linadent Ağız ve Diş Sağlığı Polikliniği Pin Up Casino…

Промокод 1xbet При Регистрации Бонусы 1хбет На Сегодня

Промокод 1xbet При Регистрации Бонусы 1хбет На Сегодня Как выводить деньги с 1xbet на карту Вывод…