ପୁରୀ : ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା , ବଳଭଦ୍ର, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା, ପାଟରା ବିଶୋଇ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ବାସୁଙ୍ଗା ପାଟର ରାକ୍ଷୀ ପିନ୍ଧିବେ ଶ୍ରୀଜିଉ

ଯାଜପୁର : 5T ସଚିବଙ୍କ ଗସ୍ତ ପୂର୍ବରୁ ଧର୍ମଶାଳାରେ ବିରୋଧ, ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ, ସଭାସ୍ଥଳକୁ ଯିବାବେଳେ କର୍ମୀଙ୍କୁ ଅଟକ ରଖିଲା ପୋଲିସ

କେନ୍ଦ୍ରାପଡ଼ା : ପୁଣି ମାତିଲା ମଣିଷଖିଆ କୁମ୍ଭୀର, ବ୍ରାହ୍ମଣୀ ନଦୀ କୂଳରେ ଜଣେ ମଇଁଷି ଚରାଳିଙ୍କୁ ଟାଣିନେଲା କୁମ୍ଭୀର, ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜଖୋଜି ଜାରି , ବ୍ୟକ୍ତି ଜଣଙ୍କ ରାଜନଗର ବ୍ଲକ ରାଜପୁର ଗାଁର ହୋଇଥିବା ସୂଚନା

Amateurs On Onlyfans Try Top OnlyFans Sites

15 Finest & Best OnlyFans Balances You Can See Right Now In 2023 Considering that its…

ଆଜିଠୁ ଆରମ୍ଭ ହେଲା ୧୬ତମ ଏସିଆ କପ୍ , ପ୍ରଥମଥର ଏସିଆ କପ୍ ଖେଳିବାର ସୁଯୋଗ ପାଇଛି ନେପାଳ , ଟୁର୍ନାମେଣ୍ଟର ଏହି ସଂସ୍କରଣରେ ୬ଟି ଦଳ ଅଂଶ ଗ୍ରହଣ କରୁଛନ୍ତି

ଭୁବନେଶ୍ବର : ପ୍ରକୃତି ସହ ରାକ୍ଷୀପୂର୍ଣ୍ଣିମା, ଭୁବନେଶ୍ୱର ବିଏସଏନଏଲ ପାର୍କରେ ଗଛରେ ରାକ୍ଷୀ ବାନ୍ଧିଲେ , ଉଭୟ ମହିଳା ଓ ପୁରୁଷ କହିଲେ ଗଛ ରହିଲେ ଆମେ ରହିବୁ

ଆନ୍ଧ୍ରପ୍ରଦେଶ : ଶ୍ରୀହରିକୋଟା ସ୍ଥିତ ଲଞ୍ଚ ପ୍ୟାଡ଼କୁ ଗଲା ଆଦିତ୍ୟ-L1 ,ଲଞ୍ଚ ପ୍ୟାଡ଼ରେ PSLV-C57 ରକେଟର ପ୍ରଥମ ଫଟୋ ଜାରି କଲା ଇସ୍ରୋ ,ଆସନ୍ତା ସେପ୍ଟେମ୍ବର ୨ ରେ କରାଯିବ ଆଦିତ୍ୟ-L1 କୁ ଲଞ୍ଚ

ଭୁବନେଶ୍ବର : ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ, ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ,ଯୁବତୀଙ୍କୁ ଧମକ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗ, ପ୍ରାଥମିକ ତଦନ୍ତ ଓ ପୀଡ଼ିତାଙ୍କ ବୟାନରୁ ସାମ୍ନାକୁ ଆସିଛି ସତ୍ୟାସତ୍ୟ

ବଲାଙ୍ଗୀର : କଣ୍ଟାବାଞ୍ଜିର ବିଭିନ୍ନ ଅଞ୍ଚଳରେ କଫ୍‌ ସିରପ୍‌ ରେଡ୍‌ ,୩ ଗିରଫ, ୧୫୦ ବୋତଲ କଫ୍‌ ସିରପ୍‌ ଜବତ

ଅନୁଗୁଳ: ବନ୍ତଳା ବନଖଣ୍ଡ ଅଧୀନରେ ହାତୀ ଆତଙ୍କ, ବିଲକୁ ଦମ୍ପତି ଯାଉଥିବା ବେଳେ ହାତୀ ଆକ୍ରମଣ, ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ହୋଇ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି