BJDର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା..ସର୍ବାଧିକ ୪ ଜିଲ୍ଲା ଦାୟିତ୍ୱରେ ପ୍ରଣବ ଦାସ

ବିଜେଡି ପକ୍ଷରୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା (announced)ହୋଇଛି । ୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି ଦଳ ସୁପ୍ରିମୋ (Party supremo)ନବୀନ ପଟ୍ଟନାୟକ । ଜଣେ ଜଣେ ନେତାଙ୍କୁ ଏକାଧିକ ଜିଲ୍ଲାର (multiple districts)ଦାୟିତ୍ୱ (responsibility)ମିଳିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲା ଅନୁସାରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନେତାମାନେ
ପ୍ରଣବ ପ୍ରକାଶ ଦାସ-ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର
ପ୍ରତାପ କେଶରୀ ଦେବ-ବାଲେଶ୍ୱର
ପ୍ରତାପ ଜେନା-ଭଦ୍ରକ
ସୁଶାନ୍ତ ସିଂ-ବଲାଙ୍ଗିର
ସୁଧିର କୁମାର ସାମଲ-ବରଗଡ଼
ଅମରେଶ ଜେନା-ଦେବଗଡ଼
ପ୍ରଫୁଲ୍ଲ ମଲ୍ଲିକ-କଟକ
ଅତନୁ ସବ୍ୟସାଚୀ ନାୟକ-ଗଜପତି, ରାୟଗଡ଼ା
ଅରୁଣ କୁମାର ସାହୁ-ଜଗତସିଂହପୁର
ବିଜୟ ନାୟକ-କନ୍ଧମାଳ
ପ୍ରମିଳା ମଲ୍ଲିକ-କେନ୍ଦ୍ରାପଡ଼ା
ରବୀନ୍ଦ୍ର କୁମାର ଜେନା-ଖୋର୍ଦ୍ଧା
ଦିବ୍ୟ ଶଙ୍କର ମିଶ୍ର-କୋରାପୁଟ, ମାଲକାନଗିରି
ଇଶ୍ୱର ପାଣିଗ୍ରାହୀ-ନବରଙ୍ଗପୁର
ପଦ୍ମନାଭ ବେହେରା-ନୟାଗଡ଼
ସ୍ନେହାଙ୍ଗିନୀ ଛୁରିଆ-ନୂଆପଡ଼ା
ରଣେନ୍ଦ୍ର ପ୍ରତାପ ସ୍ୱାଇଁ-ପୁରୀ
ପ୍ରୀତିରଞ୍ଜନ ଘଡ଼େଇ-ସୁନ୍ଦରଗଡ଼
ପ୍ରଣବ ବଳବନ୍ତରାୟ-କଳାହାଣ୍ଡି
ପ୍ରଦୀପ କୁମାର ଅମାତ-ଗଞ୍ଜାମ
ସୌଭାଗ୍ୟ ନାୟକ-ବୌଦ୍ଧ
ଅଶୋକ ଚନ୍ଦ୍ର ପଣ୍ଡା-ଯାଜପୁର
ସାରଦା ପ୍ରସାଦ ନାୟକ-ଝାରସୁଗୁଡ଼ା
ପ୍ରଶାନ୍ତ ମୁଦୁଲି-ମୟୂରଭଞ୍ଜ
ଦେବେଶ ଆଚାର୍ଯ୍ୟ-ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *