ନୂଆଦିଲ୍ଲୀ: ୪ ରାଜ୍ୟରେ ଚାଲିଛି ଭୋଟ ଗଣତି, ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପି ଆଗରେ, ତେଲେଙ୍ଗାନାରେ କଂଗ୍ରେସ ଆଗରେ, ବିଜେପି ତୃତୀୟ ସ୍ଥାନରେ ରହିଛି

Eastern Relationship Values

A common view of Asian culture is that they are disciplined employees with strong work ethic,…

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ଉତ୍କଳ ସାମ୍ବାଦିକ ସଙ୍ଘ

ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସମ୍ବାଦିକଙ୍କ ନ୍ୟାର୍ଜ୍ୟ ଦାବି ପୂରଣ ପାଇଁ ଧାରଣା । ରାଜ୍ୟ ସଂଘର…

ଆମେରିକା: ଚୀନ ପରେ ଆମେରିକାରେ ବହୁ ଶିଶୁ ନିମୋନିଆରେ ଆକ୍ରାନ୍ତ, ୩-୧୪ ବର୍ଷ ଶିଶୁ ଏଥିରେ ହେଉଛନ୍ତି ଆକ୍ରାନ୍ତ, ତେବେ ଏହା କୌଣସି ନୂଆ ରୋଗ ନୁହେଁ, ସଂକ୍ରମଣ ମାତ୍ର କହିଛି ଆମେରିକା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଘରେ ପହଞ୍ଚିଲେ ୪ ଉତ୍ତରକାଶି ଟନେଲ ଶ୍ରମିକ, ଗାଁରେ ଭବ୍ୟ ସମ୍ବର୍ଦ୍ଧନା, ପ୍ରଶାସନ ସହ ଗ୍ରାମବାସୀ କଲେ ସ୍ବାଗତ, ଶ୍ରମିକଙ୍କ ଗାଁରେ ଖୁସିର ମାହୋଲ

ମା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ଜୟଚନ୍ଦ୍ରପୁର ସ୍ଥିତ ମା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ବିକାଶ ୨୦୨୩ କ୍ରୀଡା ଯୁବସେବା…

ଭୁବନେଶ୍ବର: ପାହାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକକୁ କାର ପିଟିବାରୁ ୩ ମୃତ, ଗତ ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷା ସମ୍ଭାବନା, ୩- ୭ତାରିଖ ଯାଏଁ ବର୍ଷା ପାଇଁ ଅଲର୍ଟ ଜାରି, ୫ରୁ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷିବା ସୂଚନା ଦେଲା ପାଣିପାଗ ବିଭାଗ

‘ମୁଁ ବି ହେବି ନବୀନ ଓଡ଼ିଶାର ସାରଥି’ କାର୍ଯ୍ୟକ୍ରମ

ଚଳିତ ନିର୍ବାଚନରେ ଯୁବ ଓ ଛାତ୍ରବର୍ଗଙ୍କ ଉପରେ ବିଜେଡିର ନଜର । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀଙ୍କୁ ନେଇ ବିଜେଡିକୁ ଆହୁରି…