ବରଗଡରେ ସ୍ଥିତି ଜାହିର କଲେ ମାଓବାଦୀ

ବରଗଡ ଜିଲ୍ଲା ପାଇକମାଲ ଗର୍ଦ୍ଧମାର୍ଦ୍ଧନ ପର୍ବତ ଠାରେ ପୋଲିସ ଓ ମାଓବାଦୀ ମଧ୍ୟ୍ୟ ରେ ଗୁଳିବିନିମୟ, ବରଗଡ ଓ ବଲାଙ୍ଗୀର ପୋଲିସ ର ସର୍ଚ୍ଚ ଅପେରସନବେଳେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି l ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜପତ ହୋଇଥିବାବେଳେ ଅଞ୍ଚଳରେ ମାଓ ବାଦୀଙ୍କ ଉପସ୍ଥିତିକୁ ନେଇ ଲୋକଙ୍କ ମଧ୍ଯରେ ଭୟର ବାତାବରଣ ଶୃଷ୍ଟି ହେଇଛି । ସେପଟେ ଉତ୍ତରାଞ୍ଚଳ ଆଇ.ଜି. ହିମାଂଶୁ ଲାଲ ନିଜେ ଘଟଣାର ଅନୁସନ୍ଧାନ କରିଥିଲେ l

ତେବେ ପାଇକମାଲ ଥାନା ରୁ ପ୍ରାୟ ଆଠର କିଲୋମିଟର ଦୂର ରେ ଘଟଣା ଟି ଘଟିଥିବାରୁ ବରଗଡ, ନୂଆପଡା, ସାଙ୍ଗକୁ ମହାସମୁନ୍ଦର ମାଓସଂଗଠନ ହୋଇଥିବାର ସୂଚନା ରହିଛି l

Leave a Reply

Your email address will not be published. Required fields are marked *