ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟ ଧାନବିଲରୁ ଭାଲୁ ଶବ ଜବତ

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏକ ଧାନ ବିଲରେ ଏକ ମୃତ ପୁରୁଷ ଭାଲୁ ପଡିଥିବାର ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ ।ଖବର ପାଇ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଭାଲୁଟିକୁ ଜବତ କରିଥିଲେ । ଘଟଣାଟି ଆଜି ସକାଳର ହୋଇଥିବା ବେଳେ ଭାଲୁର ବୟସ ପାଖାପାଖି ପନ୍ଦର ବର୍ଷ ହୋଇଥିବ ବୋଲି ଅନୁମାନ କରିଛି ବନ ବିଭାଗ । ମୃତ ଭାଲୁଟିକୁ ଦେଖିବା ପାଇ ଛୋଟ ପିଲା ଓ ଆଖ ପାଖ ଗ୍ରାମର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

2 thoughts on “ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟ ଧାନବିଲରୁ ଭାଲୁ ଶବ ଜବତ

Leave a Reply

Your email address will not be published. Required fields are marked *