
ଟେକ୍ ଦୁନିଆକୁ ପୁଣି ଧକ୍କା ଦେଇ Google ଆଣୁଛି ଏକ ନୂଆ ଏବଂ ଦମଦାର ସୁବିଧା Chrome ଆଉଟ Browse AI ଫିଚର | ଏହି ଫିଚର ଆସିବା ପରେ, ୟୁଜର୍ମାନେ ଯେ କାମ ହାତେହାତେ କରୁଥିଲେ ଟିକେଟ୍ ବୁକିଂ, ଫର୍ମ ଫିଲଅପ,ପେମେଣ୍ଟ କରିବା ସେଗୁଡ଼ିକ ଆପେ ଆପେ Chrome କରିଦେବ | Google Chrome ଶୀଘ୍ର ହେବ AI Agent Browser, ଯେପରି OpenAI ର ALTAS ଓ Perplexity ର Comet Browser ରେ ଦେଖିବାକୁ ମିଳୁଛି | ଏହା ମାନବ କମାଣ୍ଡ ନେଇ, ନିଜେ ପେଜ୍ ବୁଝିବ,ବଟନ୍ ଚିହ୍ନିବ, ଫର୍ମ ପୂରଣ କରିବ, ଟିକେଟ୍ ବୁକ୍ କରିବ, ବୁକିଂ ପ୍ରକ୍ରିୟା ପୂରଣ କରିଦେବ | Google ସ୍ପଷ୍ଟ କରିଛି ୟୁଜର୍ ଅନୁମତି ଛଡ଼ା କୌଣସି ଫର୍ମ ଭରିବ ନାହିଁ ୟୁଜର୍ ଛଡ଼ା କୌଣସି ତଥ୍ୟ ସେୟାର ହେବ ନାହିଁ |
ପେମେଣ୍ଟ ବି ୟୁଜର୍ ଅନୁମତି ଛଡ଼ା ହେବ ନାହିଁ ପ୍ରତ୍ୟେକ ୟୁଜର୍ ନିୟନ୍ତ୍ରଣ ରହିବ | ଏବେ ଏହି ଫିଚର ପରୀକ୍ଷଣ ଫେଜରେ ଅଛି, କିଛି ଚୟନୀୟ ୟୁଜରଙ୍କ ପାଇଁ ରୋଲ୍ଆ ଉଟ୍ ହେଉଛି | ବହୁତ ଶୀଘ୍ର ଏହା ସମସ୍ତ Chrome ୟୁଜରଙ୍କ ପାଇଁ ଉପଲବ୍ଧ ହେବ | ଯେଉଁମାନେ ଅନଲାଇନ୍ କାମରେ ଅସୁବିଧା ଭୋଗନ୍ତି ସେମାନଙ୍କୁ ଲମ୍ବା ପ୍ରକ୍ରିୟା ବୋର୍ ଲାଗେ ସେମାନେ ଜଲ୍ଦି କାମ କରିବା ଚାହୁଁନ୍ତି , ଆଉ ମଧ୍ୟ ମଲ୍ଟିଟାସ୍କିଂ ପସନ୍ଦ କରନ୍ତି | ଏହା ପରେ ୱେବ୍ ବ୍ରାଉଜିଙ୍ଗ search-click-ସ୍କ୍ରୋଲଲ ନୁହେଁ ହେବ command-and-done | Perplexity ର Comet ଯେପରି productivity ଉଠାଇଦେଇଛି, ଠିକ ସେମିତି ଗୁଗଲ କ୍ରୋମ |