କୋଡ଼ିଙ୍ଗାମାଳି ବକ୍ସାଇଟ ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣି, ବିକାଶ ଦାବିରେ ସ୍ୱର ଉଠାଇଲେ ଗ୍ରାମବାସୀ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଚମ୍ପି ଗାଁ ରେ ରାଜ୍ୟ ପ୍ରଦୂର୍ଷଣ ବୋର୍ଡ ତରଫରୁ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି…ରାୟଗଡା ଓ…