ମୁରିବାହାଲରେ ୧୬ଟିକିଆ ହାତୀପଲ ଆତଙ୍କ, ଭାଙ୍ଗିଲା ଘର ନଷ୍ଟ କଲା ଫସଲ

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ପୁଣିଥରେ ହାତୀ ଆତଙ୍କ ଦେଖାଦେଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଗାଁମୁହାଁ ହୋଇଛି…