Tirupati Balaji Temple : ତିରୁପତି ମନ୍ଦିରକୁ ୨୦୬ କୋଟି ଟଙ୍କାର ସୁନା ଦାନ, ୧୨୧ କିଲୋ ସୁନା ଦେଲେ ଜୈନ ଦମ୍ପତି

ତିରୁପତି: ଭଗବାନଙ୍କ ପ୍ରତି ଅଗାଢ଼ ଭକ୍ତି ଓ ସମର୍ପଣର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ।…