ମା’ଙ୍କ ଦର୍ଶନ ସାରି ପାଟପୁର ପଞ୍ଚାୟତ ଜନତାଙ୍କୁ ଭେଟିଲେ ବିଧାୟକ ପ୍ରାର୍ଥୀ

ଟିକେଟ ପାଇବା ପରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାଥୀ ସମ୍ପଦ ସ୍ୱାଇଁ ମା ଶାରଳାଙ୍କ ଦର୍ଶନ ସାରି ବହୁ ଜନତାଙ୍କୁ ଭେଟିଛନ୍ତି. ବହୁ ବିଳମ୍ବ ହେଲେ ମଧ୍ୟ ପାଟପୁର ପଂଚାୟତର ତେନ୍ତୁଳିଆ କରତୁଠା ଛକରେ ଜନତାଙ୍କୁ ଭେଟିଛନ୍ତି. ବହୁ ସଂଖ୍ୟାରେ ଜନତା ଜୟ ଶ୍ରୀ ରାମ ନାରା ସହ ବାଣ ଫୁଟାଇ, ଫୁଲ ତୋଡ଼ା ସହ ବିଧାୟକଙ୍କୁ ସ୍ୱାଗତ ଜଣାଇଥିଲେ ।ବିଧାୟକ ଜନତାଙ୍କୁ ମା ଙ୍କ ପ୍ରସାଦ ସହିତ ମିଷ୍ଟାନ ବଣ୍ଟନ କରିଥିଲେ ।ସର୍ବଶେଷରେ ବିଧାୟକ ଜନତା ଙ୍କ ପାଖରେ ଆଗରୁ ଥିଲେ, ଏବେ ଅଛନ୍ତି ଓ ଆଗକୁ ରହି ଜନ କଲ୍ୟାଣ ନିମନ୍ତେ ସବୁପ୍ରକାର ସହଯୋଗର ହାତବଢ଼େଇବେ ବୋଲି ପରି ପ୍ରକାଶ କରିଛନ୍ତି.

Leave a Reply

Your email address will not be published. Required fields are marked *