ବରଗଡ ଜିଲ୍ଲା ବରତୁଣ୍ଡା ଓ ଜାମସେଠ ଠାରେ ଦେଖିବାକୁ ମିଳିଛି ମାଉ ପୋଷ୍ଟର

ପୁଣି ସାମ୍ନାକୁ ଆସିଲା ମାଓ ପୋଷ୍ଟର । ବରଗଡ ଜିଲ୍ଲା ପାଇକମାଳ ବ୍ଲକ ବରତୁଣ୍ଡା ଏବଂ ଜାମସେଠ ଠାରେ ମାଓବାଦୀ ପୋଷ୍ଟର ଲଗାଇଥିବା ଦେଖଇବାକୁ ମିଳିଛି । ଏହି ଅଞ୍ଚଳରେ ଜୁଲାଇ 28 ତାରିଖ ଠାରୁ ଅଗଷ୍ଟ 3 ତାରିଖ ଯାଏଁ ସହିଦ ଦିବସ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି । ଠିକ ଏହି ସମୟରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ପ୍ରାଦୁର୍ଭାବ ।

Poiché il sesso senza fretta richiede tempo, sarebbe bello venire con una parola che denota la prontezza ad andare alle azioni cos e una bomba sessuale e passare all’orgasmo. Pensa ad alcune cose come te di più, e da ciò che è meglio rifiutare.

ପଷ୍ଟରରେ ଜନପ୍ରତିନିଧି, ଠିକାଦାର ସାଜି ଜେସିବିରେ କାମ କରୁଥିବା ତଥା ଦୁର୍ନୀତି ବିଷୟରେ ଅନେକ କିଛି ଉଲ୍ଲେଖ କରାଯାଇଛି । ପୋଷ୍ଟର ତଳେ ବରଗଡ ମହାସମୁନ୍ଦ ଡିଭିଜନ କମିଟି କଥା ଲେଖା ହୋଇଛି । ବରତୁଣ୍ଡା ଠାରେ ଏକ crpf କ୍ୟାମ୍ପ ଅଛି ଏବଂ ଅଳ୍ପ କିଛି ମିଟର ଦୂରରେ ଏହି ପୋଷ୍ଟର ଲାଗିଥିବା ଯୋଗୁଁ ଅଂଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *