ରାଜ୍ୟରେ ଗୃହ ଓ ନଗର ଉନ୍ନୟ ବିଭାଗ ଅଧୀନରେ ଥିବା ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ନେବା ଉପରେ ହାଇକୋର୍ଟ ରୋକ । ସରକାରୀ ଜମି ଆବଣ୍ଟନରେ ଜଣେ ବ୍ୟକ୍ତି ରାଜ୍ୟର କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ପ୍ଲଟ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତେଣୁ ଏଥିସମ୍ବନ୍ଧିତ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି କି, ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ନେବାରୁ ଅନେକ ଜମି ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣଙ୍କ ପାଖରେ ଏକାଧିକ ପ୍ଲଟ ତ ଅନ୍ୟ ଜଣେ ଖଣ୍ଡେ ବି ପ୍ଲଟ ପାଉନାହାନ୍ତି। ତେଣୁ ଏହା ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ସେମାନଙ୍କ ନିୟମ ପ୍ରସ୍ତୁତ କଲା ବେଳେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଜଣେ ବ୍ୟକ୍ତି ଗୋଟିଏ ପ୍ଲଟ ପାଇବା ପରେ ଦ୍ୱିତୀୟ ଥର ଆବେଦନ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।
Very nice post. I just stumbled upon your weblog and wished to say that I’ve really enjoyed browsing your blog posts. After all I’ll be subscribing to your feed and I hope you write again soon!
Spot on with this write-up, I really believe this site needs much more attention. I’ll probably be returning to read through more, thanks for the info! http://www.kayswell.com
naturally like your web-site however you need to test the spelling on quite a few of your posts. A number of them are rife with spelling issues and I find it very bothersome to inform the truth nevertheless I will certainly come back again.
I just like the valuable information you provide on your articles.I’ll bookmark your blog and test again here frequently.I’m quite certain I’ll be informed plenty of new stuff proper right here! Good luck for the next!
Ahaa, its pleasant dialogue on the topic of this piece of writing here at this web site, I have read all that,so at this time me also commenting at this place.