ଭଦ୍ରକ: ଅପରେସନ ବେଳେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା,ମୋଟେଲ ଛକ ସ୍ଥିତ ଘରୋଇ ନର୍ସିଂହୋମ ନିକଟରେ ଚାପା ଉତ୍ତେଜନା, ଡାକ୍ତରୀ ଅବହେଳା ଅଭିଯୋଗ, ପୋଲିସର ତଦନ୍ତ ଜାରି

ବୌଦ୍ଧ: ଯୁବକଙ୍କ ମୃତଦେହ ଉଦ୍ଧାର, ମନମୁଣ୍ଡା ଥାନା ଲୁମୁରୁଜେନା ଗାଁ ବନ୍ଧରୁ ରକ୍ତଯୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟାପରେ ଫିଙ୍ଗି ଦିଆଯାଇଥିବା ପରିବାରର ଅଭିଯୋଗ, ପୋଲିସ କରୁଛି ତଦନ୍ତ

Andar Bahar the real deal Cash: Best Andar Bahar Video game 2023

Posts Grievances myself on the 24betting Casino Popular Sports and you will Betting Options JeetWin Video…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଅନାସ୍ଥା ପ୍ରସ୍ତାବରେ ରଖିବେ ବକ୍ତବ୍ୟ, ମଣିପୁର ହିଂସା ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ, ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ରଖିଥିଲେ ବୟାନ

ଭୁବନେଶ୍ୱର: ନନ୍ଦନ ବିହାରରେ ଅଗ୍ନିକାଣ୍ଡ, ୩ ମହଲା କୋଠାରେ ଲାଗିଲା ନିଆଁ, ୩ ସୁରକ୍ଷିତ ଉଦ୍ଧାର, ଅଗ୍ନିଶମ ଦ୍ୱାରା ନିଆଁକୁ କରାଗଲା ଆୟତ୍ତ

ଉମରକୋଟ: ପୁଅକୁ ହତ୍ୟା କରି ବାପାର ଆତ୍ମସମର୍ପଣ, ୟୁଭି ୧୨ ଖାଣ୍ଡା ଗାଁରେ ନିଶାସକ୍ତ ବାପାର ଉନ୍ମତକାଣ୍ଡ, କୋଦାଳରେ ପୁଅକୁ ହାଣି ହତ୍ୟାକଲା ବାପା

ଆନ୍ଧ୍ରପ୍ରଦେଶ : ଆଉ ୨ ସପ୍ତାହ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବିକ୍ରମ ଲ୍ୟାଣ୍ଡର, ଇସ୍ରୋ ମାଷ୍ଟର କଣ୍ଟ୍ରୋଲ ଷ୍ଟେସନରେ ଏନେଇ ପ୍ରସ୍ତୁତି ଜୋରଦାର , ଏଥିପାଇଁ ଚନ୍ଦ୍ରପୃଷ୍ଠ ରେ ଟ୍ରାଫିକ ଅନୁଧ୍ୟାନ କରୁଛନ୍ତି ଇସ୍ରୋ ର ବୈଜ୍ଞାନିକ ।

ନୂଆଦିଲ୍ଲୀ : ଆରବିଆଇ କ୍ରମାଗତ ତୃତୀୟ ଥର ପାଇଁ ରେପୋ ହାରରେ ପରିବର୍ତ୍ତନ କରିନାହିଁ, ପୁର୍ବଭଳି ରେପୋ ରେଟ୍ 6.50 ପ୍ରତିଶତ ରହିବ, ଏ ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

Onlyfans Account By Location Best Only Fans Nudes!

Leading Best OnlyFans Balances To Follow For Free in 2023 With a large number of new…

ହାଇଦ୍ରାବାଦ: ଆଇଆଇଟି ହାଇଦ୍ରାବାଦରେ ସୋନପୁର ଝିଅଙ୍କ ମୃତ୍ୟୁ, ରାଗିଂ ଅଭିଯୋଗ ଆଣିଲେ ପରିବାରବର୍ଗ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି