ଭୁବନେଶ୍ୱର : ନନ୍ଦନବିହାରରୁ ଜଣେ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ହାଉସିଂ ବୋର୍ଡ କଲୋନୀର ଏକ ପରିତ୍ୟକ୍ତ ସ୍ଥାନରୁ ମିଳିଛି ନାବାଳିକାଙ୍କ ମୃତଦେହ ,ଘଟଣା ସ୍ଥଳରେ ପୋଲିସ ପହଞ୍ଚି କରୁଛି ଯାଞ୍ଚ

ନୟାଗଡ଼: ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ଦୁର୍ଘଟଣା ନୁହେଁ, ହତ୍ୟା ହୋଇଥିବାର ଅଭିଯୋଗ କଲେ ପରିବାର, କ୍ଷତିପୂରଣ ଦାବିରେ ପରିବାର ଲୋକ କରିଛନ୍ତି ଭାପୁରଠାରେ ରାସ୍ତାରୋକ

ଆନନ୍ଦପୁର: ଜନ୍ମମାଟିରେ ପହଞ୍ଚିଲା ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର, କାଲି ନକ୍ସଲ ହାମଲାରେ ଝାଡ଼ଖଣ୍ଡରେ ହୋଇଥିଲେ ସହିଦ ,ସହିଦଙ୍କୁ ଝୁରୁଛି ତାଙ୍କ ଜନ୍ମଭୂମି

Mr Choice Internet casino

Articles Set up The newest Vortex App On-line casino Mit Echtgeld Gambling on line And you…

ଆନନ୍ଦପୁର: ଛତିଶଗଡର ସିଂହଭୂମ ଜିଲ୍ଲାରେ ନକ୍ସଲ ଗୁଳିରେ ଓଡିଆ ପୁଅ ସହିଦ, ଆନନ୍ଦପୁରର ସୁଶାନ୍ତ ଖୁଣ୍ଟିଆ ସିଆରପିଏଫରେ କାର୍ଯ୍ୟରତ ଥିଲେ, ଆଜି ନକ୍ସଲ ଓ ସେନା ମୁହାଁମୁହିଁ ହୋଇଥିଲେ, ଆଉ ଜଣେ ଯବାନ ଆହତ

ହାୱାଇ ଜଙ୍ଗଲରେ ଭୟଙ୍କର ନିଆଁ

ମାଉଇର ହାୱାଇନ ଆଇଲ୍ୟାଣ୍ଡରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି । ଏପର୍ଯ୍ୟନ୍ତ ନିଆଁ ୩୬ଜଣଙ୍କ…

ଭୁବନେଶ୍ୱର: ଚଳିତ ବର୍ଷରୁ ଡ୍ରୋନ ଦ୍ୱାରା ମଶା ମାରିବ ବିଏମସି, ମଶା ଉତ୍ପତ୍ତି ସ୍ଥାନରେ ରାସାୟନ ସ୍ପ୍ରେ କରିବ ଡ୍ରୋନ, ମୁଖ୍ୟତଃ ନର୍ଦ୍ଦମା ଓ ଜଳଉତ୍ସରେ ହେବ ଔଷଧ ସିଞ୍ଚନ

ଗଞ୍ଜାମ: ବ୍ରହ୍ମପୁର ବଡବଜାରର ଦିନେଶ ଦୀପିକା ମାମଲା, ଆସିଲା ଡିଏନଏ ରିପୋର୍ଟ, ଦିନେଶ ହିଁ ଦୀପିକାଙ୍କ ଶିଶୁ ପୁତ୍ରର ବାୟୋଲୋଜିକାଲ ବାପା

ଗଞ୍ଜାମ: ବ୍ରହ୍ମପୁର ବଡବଜାରର ଦିନେଶ ଦୀପିକା ମାମଲା, ଆସିଲା ଡିଏନଏ ରିପୋର୍ଟ, ଦିନେଶ ହିଁ ଦୀପିକାଙ୍କ ଶିଶୁ ପୁତ୍ରର ବାୟୋଲୋଜିକାଲ ବାପା

ହରିଆଣା: ୧୦ ଦିନ ପରେ ଖୋଲିଲା ସ୍କୁଲ, ନୁହ ହିଂସା ପରେ ଜୁଲାଇ ୩୧ରୁ ରାଜ୍ୟରେ ବନ୍ଦ ରହିଥିଲା ସ୍କୁଲ