ପୁରୀ : ହରେକୃଷ୍ଣପୁର ସ୍ଥିତ ସଦାଶିବ ସଂସ୍କୃତି ବିଦ୍ୟାଳୟ ଗଲେ କେନ୍ଦ୍ର ଅର୍ଥମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ପଞ୍ଚପ୍ରାଣ ମନ୍ତ୍ରରେ କରାଇଲେ ଶପଥପାଠ, ଔପନିବେଶବାଦ ମାନସିକତାରୁ ମୁକୁଳିବାକୁ ଶପଥ, ଦେଶର ସୁରକ୍ଷା ଓ ଏକତାକୁ ମଜବୁତ କରିବାକୁ ଶପଥପାଠ

ପୁରୀ : ଓଡିଶାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଅର୍ଥମନ୍ତ୍ରୀ, ଭିତରେ ସମସ୍ତ ଦେବାଦେବୀଙ୍କ ଦର୍ଶନ କଲେ

ଭାରତ ବିକାଶର ନୂଆ ଅଧ୍ୟାୟ ଓ ବିପ୍ଳବ ସୃଷ୍ଟି କରିଥିଲେ ଅଟଳଜୀ

ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୫ମ ବାର୍ଷିକ ପୂଣ୍ୟତିଥିରେ ରାଜ୍ୟ ବିଜେପି ନେତୃବୃନ୍ଦ…

ଘର ଭିତରେ ଚୋରା ମଦ କାରବାର ବେଳେ କାବୁ କଲେ ଗ୍ରାମବାସୀ

ଦୀର୍ଘ ଦିନରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଗ୍ରାମରେ ଚାଲିଥିଲା ଚୋରା ମଦ କାରବାର। ଶେଷରେ ଗ୍ରାମବାସୀ ମେଳି…

କେବଳ ଶୁଭ କାମ, ପୂଜାରେ ବ୍ୟବହାର ହୁଏନି ପାନ, ଏହାର ରହିଛି ଅନେକ ଔଷଧୀୟ ଗୁଣ

ପାନ ଆମେ ସମସ୍ତେ ଜାଣିଛେ ତାର ବ୍ୟବହାର । ସମସ୍ତ ଭାରତୀୟଙ୍କ ଘରେ ଏହାର ବ୍ୟବହାର ଅଳ୍ପ ବହୁତ ତ ହୋଇଥାଏ…

ଭୁବନେଶ୍ୱର : ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ, ୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୭ ଲକ୍ଷ ୨୫ ହଜାର ଲୋକ

ତାମିଲନାଡୁ : ଆଜି ଆଦି ଅମବାସ୍ୟା, ବହୁ ସଂଖ୍ୟାରେ ଲୋକ କରୁଛନ୍ତି ପିତୃକର୍ମ, ରାମେଶ୍ୱରରେ ପ୍ରବଳ ଜନ ଗହଳି

ହିମାଚଳପ୍ରଦେଶ : ସିମଲାରେ ଭାରି ଭୂସ୍ଖଳନ, ସମର ହିଲ ଅଞ୍ଚଳରେ ବହୁ କ୍ଷୟକ୍ଷତି, ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି, ଗତ ୧୪ ତାରିଖରେ ପାହାଡରୁ ଖସିଥିଲା ଅତଡା

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୫ତମ ପୁଣ୍ୟତିଥି, ରାଷ୍ଟ୍ରପତି ମୁର୍ମୁ, ପ୍ରଧାନ ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି, ସ୍ୱର୍ଗତ ବାଜପେୟୀ ୩ ଥର ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ

ଆନ୍ଧ୍ରପ୍ରଦେଶ : ଜହ୍ନର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-୩, ଅଣ୍ଡାକାର କକ୍ଷ ପଥରୁ ବୃତାକାର ପଥରେ ସଫଳତା ସହ ଅବସ୍ଥାପିତ, ଆସନ୍ତା ୨୩ରେ ଚନ୍ଦ୍ରପୃଷ୍ଠରେ କରିବ ସଫ୍ଟ ଲ୍ୟାଣ୍ଡିଂ