Skip to content
Friday, September 4, 2026
Responsive Menu
Support
English News
Odia News
Suchana TV
Search
Search
ସୂଚନା ଟିଭି
ଦେଶ-ବିଦେଶ
ରାଜ୍ୟ ଖବର
ଜିଲ୍ଲା
କେନ୍ଦ୍ରୀୟ ଓଡିଶା
କେନ୍ଦ୍ରାପଡ଼ା
ଜଗତସିଂହପୁର
ପୁରୀ
କଟକ
ଜଗତସିଂହପୁର
ନୟାଗଡ଼
ବାଲେଶ୍ୱର
ଭଦ୍ରକ
ଖୋର୍ଦ୍ଧା
ଯାଜପୁର
ମୟୂରଭଞ୍ଜ
ଉତ୍ତର ଓଡିଶା
ଅନୁଗୋଳ
ଝାରସୁଗୁଡ଼ା
କେନ୍ଦୁଝର
ଢେଙ୍କାନାଳ
ଦେବଗଡ଼
ବରଗଡ଼
ସମ୍ବଲପୁର
ସୁନ୍ଦରଗଡ଼
ସୁବର୍ଣ୍ଣପୁର
ବଲାଙ୍ଗୀର
ଦକ୍ଷିଣ ଓଡିଶା
ଗଞ୍ଜାମ
କନ୍ଧମାଳ
କଳାହାଣ୍ଡି
କୋରାପୁଟ
ଗଜପତି
ନବରଙ୍ଗପୁର
ନୂଆପଡ଼ା
ବୌଦ୍ଧ
ମାଲକାନଗିରି
ରାୟଗଡ଼ା
ରାଜନୀତି
ଶିକ୍ଷା ଓ ନିଯୁକ୍ତି
ସ୍ୱାସ୍ଥ୍ୟ
କଳା ଓ ସଂସ୍କୃତି
କ୍ରୀଡା
ମନୋରଞ୍ଜନ
ଜୀବନଚର୍ଯ୍ୟା
ରାଶିଫଳ
Home
Uncategorized
Page 88
Category:
Uncategorized
Uncategorized
ଭୁବନେଶ୍ୱର: ମୁଁ କର୍କଟ ରୋଗରେ ପୀଡିତ, ଲେଭଲ ୱାନରେ ମୋର ରୋଗ, ଚିକିତ୍ସା ଚାଲିଛି, ଡାକ୍ତରଙ୍କ ପରାମର୍ଶରେ ନେଉଥିଲି ଔଷଧ, ଡୋପ ଟେଷ୍ଟରେ ବିଫଳ ପରେ ଦୂତି ଖୋଲିଲେ ମୁହଁ
Uncategorized
ଭୁବନେଶ୍ୱର: ଆଜିଠୁ କମିବ ବର୍ଷା, ସକ୍ରୀୟ ଲଘୁଚାପ କ୍ଷେତ୍ର ଛତିଶଗଡ ମୁହାଁ, ଆଗାମୀ ୪-୫ ଦିନ ଧରି ରାଜ୍ୟରେ ନାହିଁ ବର୍ଷା ସମ୍ଭାବନା
Uncategorized
ଛତ୍ରପୁର: ଅପହୃତ ୫ ମତ୍ସ୍ୟଜୀବୀ ଠାବ, ସମସ୍ତ ଅପହୃତ ମତ୍ସ୍ୟଜୀବୀ ଆର୍ଯ୍ୟପଲ୍ଲୀର, ଶ୍ରୀକାକୁଲମ ଜିଲ୍ଲାର ବାରୁଭା ସାମୁଦ୍ରିକ କ୍ଷେତ୍ରରୁ ଠାବ, ନୋ ଫିସିଂ ଜୋନରୁ ହୋଇଥିଲେ ଅପହୃତ
Uncategorized
କର୍ଣ୍ଣାଟକ: ବେଙ୍ଗାଲୁରୁ ଷ୍ଟେସନରେ ଅଗ୍ନିକାଣ୍ଡ, ଉଦ୍ୟାନ ଡେଲି ଏକ୍ସପ୍ରେସରେ ଲାଗିଲା ନିଆଁ, ଅଗ୍ନିଶମ ବାହିନୀ ନିଆଁକୁ କରିଛି ଆୟତ୍ତ, କେହି ହତାହତ ହୋଇନଥିବା ସୂଚନା
Uncategorized
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ କୁମ୍ଭୀର ଆତଙ୍କ, ବ୍ରାହ୍ମଣୀ ନଈରେ ଏକ ବଡ଼ କୁମ୍ଭୀର ଦେଖିବାକୁ ମିଳିଛି, ଅଳବଳ ପଞ୍ଚାୟତବାସୀ ଭୟଭୀତ
Uncategorized
ଭୁବନେଶ୍ୱର : ଦୁଇ ଯୁବକଙ୍କ ମୃତଦେହ ବନ୍ଦ କୋଠରୀରୁ ଉଦ୍ଧାର, ବାଲିଅନ୍ତା ରାମଚନ୍ଦ୍ରପୁରରେ ଘଟିଛି ଅଘଟଣ, ମୃତ୍ୟୁର କାରଣ ଖୋଜା ଆରମ୍ଭ କରିଛି ପୋଲିସ
Uncategorized
ହିମାଚଳପ୍ରଦେଶ : ସିମଲା ଭୂସ୍ଖଳନ ଉଦ୍ଧାର କାର୍ଯ୍ୟ ୫ମ ଦିନରେ ଜାରି, ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନରେ ନିୟୋଜିତ ଏନଡିଆରଏଫ ଟିମ,୮୦ ପ୍ରତିଶତ ଉଦ୍ଧାର କାର୍ଯ୍ୟ ହୋଇଥିବା ଏନଡିଆରଏଫ ଅଧିକାରୀଙ୍କ ସୂଚନା
Uncategorized
ସୁନ୍ଦରଗଡ : ବଳଙ୍ଗା ଟୋପାଡିହି ରେଳ ଷ୍ଟେସନରୁ ଲ୍ୟାଣ୍ଡମାଇନ ଜବତ, ୧୦ କେଜିର ଲ୍ୟାଣ୍ଡ ମାଇନ ଠାବ, ପୋଲିସ ଓ ଡିଭିଏଫ ଯବାନଙ୍କ ସର୍ଚ୍ଚ ବେଳେ ମିଳିଛି ବିସ୍ଫୋରକ
Uncategorized
ବିହାର : ରାଣୀଗଞ୍ଜ ବଜାରରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା, ଦୁର୍ବୃତ୍ତ ଗୁଳିରେ ସାମ୍ବାଦିକ ବିମଳ କୁମାର ଯାଦବଙ୍କ ମୃତ୍ୟୁ, ପୋଲିସ ଚଳାଇଛି ତଦନ୍ତ
Uncategorized
ନୂଆଦିଲ୍ଲୀ : ବିମାନରେ ବୋମା ଆତଙ୍କ, ଦିଲ୍ଲୀ-ପୁଣେ ଭିସ୍ତାରା ବିମାନରେ ବୋମା ଥିବା ଧମକ, ଧମକ ପରେ ଦିଲ୍ଲୀ ବିମାନ ବନ୍ଦରରେ ବିମାନର ଯାଞ୍ଚ ଜାରି, ସମସ୍ତ ଯାତ୍ରୀଙ୍କୁ ଲଗେଜ ସହ ସୁରକ୍ଷିତ ଓହ୍ଲାଗଲା
Posts pagination
Previous
1
…
87
88
89
…
215
Next