ନୂଆଦିଲ୍ଲୀ: ଅକ୍ଷତଧାମ ମନ୍ଦିର ଯାଇ ପୂଜା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଦମ୍ପତି, ସୁନକଙ୍କ ସହ ପତ୍ନୀ ଅକ୍ଷତା କଲେ ପୂଜାର୍ଚ୍ଚନା

କଳାହାଣ୍ଡି: ଗାଈ ପଲ ଉପରେ ମାଡିଗଲା ଟ୍ରେନ୍, ୧୦ ଗୋରୁଙ୍କ ମୃତ୍ୟୁ, ଭବାନୀପାଟଣା ସଦର ଥାନା ଅଧୀନ ସିଂ ଝରଣ ଗାଁ ନିକଟରେ ଦୁର୍ଘଟଣା

ଗଞ୍ଜାମ: ସଂଘବଦ୍ଧ ଆକ୍ରମଣରେ ବିଜେଡି କର୍ମୀଙ୍କ ମୃତ୍ୟୁ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଧୁସୂଦନ ବିଷୋୟୀଙ୍କ ହତ୍ୟା, ଶେରଗଡ ନନ୍ଦିନୀ ସେତୁ ଉପରେ ହୋଇଥିଲା ଆକ୍ରମଣ, ପୋଲିସ କରୁଛି ଘଟଣାର ତଦନ୍ତ

ନୂଆଦିଲ୍ଲୀ: ରାଜଘାଟ ପହଞ୍ଚିଲେ ଜି-୨୦ ନେତୃବୃନ୍ଦ, ବାଇଡେନ, ସୁନକଙ୍କ ସମେତ ସବୁ ନେତା ଦେଲେ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି, ସାବରମତି ଆଶ୍ରମର ମହାତ୍ମ୍ୟ ବୁଝାଇଲେ ପ୍ରଧାନମନ୍ତ୍ରୀ

Tiktok Girls With Onlyfans Try Top OnlyFans Sites !

Leading 50 OnlyFans young girls and coolest Searching for hot OnlyFans young girls to follow along…

18+ Only Fans – Try OnlyFans Site

10 Top rated OnlyFans Women And Very best OnlyFans Girls Ok we will accept it, it…

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ପହଞ୍ଚିଲେ ବାଇଡେନ, ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ, ଭାରତ ଆସି ସେ ଖୁସି ଥିବା କହିଲେ

ଆଫ୍ରିକା: ମରୋକ୍କୋରେ ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ୬.୮ ରେକର୍ଡ, ୨୯୬ ଜଣଙ୍କ ମୃତ୍ୟୁ, ରାଜଧାନୀ ରାବତରୁ ୩୫୦ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ, ଭୂକମ୍ପର ଭୟାବହତାକୁ ନେଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣର କାୟା ବିସ୍ତାର, ୫ରୁ ୧୮ ବର୍ଷ ପିଲା ହେବେ ସାମିଲ, ରାଜ୍ୟ ଏଫଏସଜେ ଓ ଏନଏଫଏସଜେରେ ସାମିଲ ନ ଥିଲେ ବି ପାଇବେ ସୁବିଧା, ରାଜ୍ୟ ସରକାରଙ୍କ ଯୋଜନାରେ ସମସ୍ତେ ହେବେ ଉପକୃତ

ଆନ୍ଧ୍ରପ୍ରଦେଶ: ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ, ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଗିରଫ, ଆଜି ଭୋରୁ ଭୋରୁ ନାଇଡୁଙ୍କୁ ଗିରଫ କରିଛି ଆନ୍ଧ୍ର ପୋଲିସ