ଭୁବନେଶ୍ବର: ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାରର ନାଲି ଆଖି, ଆନ୍ଦୋଳନରୁ ଓହରିବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ଦୋଳନରୁ ହଟାଇବାକୁ ଡିଇଓ ଓ ବିଇଓଙ୍କୁ ଚିଠି

କେନ୍ଦୁଝର: ହାଟଡିହି କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ଚୌକିଦାରଙ୍କ ମୃତଦେହ କୂଅରୁ ଉଦ୍ଧାର, ଉଭୟ ଥିଲେ ପତି ପତ୍ନୀ, ସେମାନଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ, ସଂଗ୍ରାମ ଜେନାଙ୍କ ଘର ସମେତ ୪ ସ୍ଥାନରେ ମାରାଥନ ଚଢାଉ, ୩ ଡିଏସପି, ୧୦ ଇନ୍ସପେକ୍ଟର ରେଡରେ ସାମିଲ

ଭୁବନେଶ୍ବର: ଲଘୁଚାପ ୱେଲମାର୍କ ଲୋପ୍ରେସରରେ ପରିଣତ, ଓଡିଶାର ଆଭ୍ୟନ୍ତରୀଣ ଇଲାକାରେ ପ୍ରବଳ ବର୍ଷା ସମ୍ଭାବନା, ତଳିଆ ଅଞ୍ଚଳରେ ପାଣି ଜମିବାକୁ ନେଇ ସତର୍କତା ଜାରି

Best Only Fans Gay OnlyFans Sites Online!

Greatest ONLYFANS Young girls TO FOLLOW FOR HOT ONLY Enthusiasts Articles OnlyFans offers a a lot…

ସମ୍ବଲପୁର : ଆଜି ଅପରାହ୍ନ ୪ଟାରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ୨ଟି ଗେଟ୍, ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ସମ୍ଭାବନା ଥିବାରୁ ନିଷ୍ପତ୍ତି, ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୮.୧୦ ଫୁଟ୍‌

ବିହାର : ସ୍କୁଲର ମଧ୍ୟାହ୍ନ ଭୋଜନ ଖାଇ ୫୦ଜଣ ସ୍କୁଲପିଲା ଅସୁସ୍ଥ , ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି ଛାତ୍ରଛାତ୍ରୀ ,ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିଥିବା ନେଇ ସୂଚନା

କଟକ : କଟକ ନୂଆ ବସଷ୍ଟାଣ୍ଡ ଉଦଘାଟନ ପୂର୍ବରୁ ବ୍ୟବସାୟୀଙ୍କ ଧାରଣା , ଜୀବିକା ହରାଇବା ଭୟରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପ୍ରତିବାଦ, ଉଦ୍ଘାଟନ ପୂର୍ବରୁ ଥଇଥାନ ଦାବି ,ବସଷ୍ଟାଣ୍ଡର ସବୁ ଦୋକାନ ବନ୍ଦ , ୧୬ ତାରିଖ ରହିଛି ଉଦ୍ଘାଟନ କାର୍ଯ୍ୟକ୍ରମ

ଭୁବନେଶ୍ବର : ଭୁବନେଶ୍ବରରେ ଜାତୀୟ ନିର୍ବାଚନ କମିଶନଙ୍କ ଟିମ୍ , ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳ ଓ ଅନ୍ୟମାନଙ୍କ ସହ ବସିଛି ବୈଠକ ,ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ବ

ଓଡ଼ିଶା : କେନ୍ଦ୍ରୀୟ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ,ପ୍ରବଳ ବର୍ଷା ଓ ଘଡଘଡିକୁ ନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ,୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ,ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଧସିଲା ପାହାଡ଼