ରାଜ୍ୟକୁ ପୁଣି ଫେରିଲା ମାସ୍କ। ରାଜ୍ୟରେ ଆଜି ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ଫେରାଇ ଆଣିଛି ସ୍ବାସ୍ଥ୍ୟ…
Category: ସ୍ୱାସ୍ଥ୍ୟ
ମାନିଲେନି କଟକଣା, ବାଣ ଫୁଟାଇ ଧୂଆଁମୟ କରିଦେଲେ ବାୟୁମଣ୍ଡଳ
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ଫୁଧୂଆଁ ଧୂଆଁ ଜାତୀୟ ରାଜଧାନୀଦିଲ୍ଲୀ ଆକାଶ କୃତ୍ରିମ କୁହୁଡିରେ ପୂର୍ଣ୍ଣଶ୍ବାସ କ୍ରିୟାରେ ଦେଖାଦେଲାଣି ସମସ୍ୟା ଧୂଆଁରେ ଉଡିଲା…
ଗରବାରେ ହୃଦଘାତ, ଗୁଜୁଟାରଟରେ ଗୋଟିଏ ଦିନରେ ୧୦ ଜଣଙ୍କ ମୃତ୍ୟୁ
ସାରା ଦେଶ ବର୍ତ୍ତମାନ ଉତ୍ସବରେ ମାତିଥିବା ବେଳେ ସାମ୍ନାକୁ ଆସିଛି ଏକ ଦୁଖଦ ଖବର । ଗୋଟିଏ ଦିନରେ ହୃଦଘାତରେ ପ୍ରାଣ…
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଆଉ ୪ଟି ୧୦୮ ଆମ୍ବୁଲାନ୍ସସ ଲୋକାର୍ପିତ
ବୌଦ୍ଧ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସ୍ୱାସ୍ଥ୍ୟ ବିଭାଗର ୪ଟି ନୂତନ ୧୦୮ ଆମ୍ବୁଲାନ୍ସସର ଲୋକାର୍ପଣ କରିଛନ୍ତି…
ପୌରପାଳିକା ପକ୍ଷରୁ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ସିଲ୍
କେନ୍ଦୁଝର ସହରର ଜାମୁହୋତା ସ୍ଥିତ ପ୍ରସିଦ୍ଧ ଗୀତାଞ୍ଜଳି ସ୍ଵିଟ ଓ ସ୍ନାକ୍ସ୍ ସିଲ କରାଯାଇଛି । କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ ଏହି…
‘ଡ୍ରିଙ୍କ ଫ୍ରମ ଟ୍ୟାପ’ର ଜଳ ଯେଉଁମାନଙ୍କର ଆକ୍ବାଗାର୍ଡ ରହିଛି ସେହିମାନେ ହିଁ ପିଇ ପାରୁଛନ୍ତି
ଜଳ ହିଁ ଜୀବନ । ଏହାକୁ ହୃଦୟଜ୍ଞମ କରି ରାଜ୍ୟ ସରକାର ‘ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପର ଆରମ୍ଭ କରିଛନ୍ତି। ଏହି…
ସଫା କରିବାକୁ ଯାଇଥିଲେ କାଜୁ ବଗିଚା, ତା’ ପରେ…
ସକାଳୁ ସକାଳୁ କାଜୁ ବାଗିଚା ସଫା କରିବାକୁ ଯାଇଥିଲେ, ହେଲେ ହୋଇଗଲେ ମହୁ ମାଛି ଆକ୍ରମଣର ଶିକାର। ମହୁମାଛି ଗୋଡ଼ାଇ ଗୋଡ଼ାଇ…
ଉନ୍ନତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେଲା ଭଦ୍ରକର ନାଁ,ଉପକୃତ ହେବେ ଜିଲ୍ଲାବାସୀ
ବାଜା ବାଜିଲା, ରୋଷଣି ବାଣ ବି ଫୁଟିଲା, ତା ସାଙ୍ଗକୁ ମିଠା ବି ବଣ୍ଟା ହେଲା | କିଛି ସମୟ ପାଇଁ…
ଦିର୍ଘ ସମୟ ଧରି ଆମ୍ବୁଲାନ୍ସର କବାଟ ନଖୋଲିବାରୁ ଭିତରେ ଥିବା ରୋଗୀ ଗୁରୁତର
ସରକାର ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରୁଥିବା ବେଳେ ପ୍ରଶାସନିକ ଉଦାସିନତା ହେତୁ ତାହା ବିଫଳ ହେଉଛି । ସରକାର…