ବିକାଶ ନାମରେ ଅର୍ଥଲୁଟ

କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଅଠରବାଟିଆ ଗ୍ରାମ ରେ ଯାହା କି ଏକ ରାସ୍ତା ପାଖରେ ଥିବା ଏକ ସୁଚନା ଫଳକ ଦେଖିବାକୁ ମିଳିଛି ଯାହା ବିକଶିତ ଗାଁ ବିକଶିତ ଓଡ଼ିଶା ମାଧ୍ୟମରେ ରାସ୍ତା ର ଅନୁଦାନ ଆସିଛି ପ୍ରାୟ 3ଲଷ ଟଂକା ଆର୍ଥିକ ବର୍ଷରେ 2026/2027

R,d ରାସ୍ତା ଠାରୁ ଶରତ ମଲିକ ଘର ପର୍ଯ୍ୟନ୍ତ ଫେବର ବ୍ଲକ ରାସ୍ତା କାମ ଯାହା କି ରାସ୍ତା ଟି ସଂପୂର୍ଣ୍ଣ ଭଲ ଅଛି ଏବଂ ଯେଉଁଠି ରାସ୍ତା ନାହଁ ସେଠି ରାସ୍ତା କାମ କରାଯାଉନି ଯାହା କି ଗ୍ରାମର ବାସି ଅଭିଯୋଗ କଲେ ନରସିଂହପୁର ସରପଂଚ ଏବଂ ପଂଚାୟତ ନିର୍ବାହ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ଏବଂ ସରପଂଚ ସ୍ବାମୀ ଅମୂଲ୍ୟ ପରିଡ଼ା ତାଙ୍କ ର ପତ୍ରିନୀ ଦୀପ୍ତି ମୟୀ ପରିଡ଼ା ନରସିଂହପୁର ପଂଚାୟତ ରେ ସରପଂଚ ଥିବା ବେଳେ ସ୍ବାମୀ ଦେଖିଉଛି ରାଜୁତି କରୁଥିଲେ ମଧ୍ୟ ତାକୁ ପଟ୍ଟାମୁଣ୍ଡାଇ ର ବିଡିଓ ନନ୍ଦିନୀ ଶତପଥୀ ଏବଂ ନରସିଂହପୁର ପଂଚାୟତ ଅଧିକାରୀ ପ୍ରଭାତ କୁମାର ମଲ୍ଲିକ ସାହାଯ୍ୟ କରି ଟଂକା ଚଳୁ କରୁଛନ୍ତି ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଏଠି ପତ୍ରି ଧାନ ଦେଉନାହାନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ନିକଟରେ ଗୁହାରି କରିଥିଲେ ମଧ୍ୟ ଜିଲ୍ଲାପାଳ ଅଭିଯୋଗ ଶୁଣୁନାହାନ୍ତି ଡବଲ ଇଂଜିନି ସରକାର ସମୟରେ ରାଜ୍ୟରେ ଭୟାନକ ଦୁନିତୀ‌ ଚାଲୁଥିବା ଦେଖିବାକୁ ମିଳିଛି ଏଠି ଡବଲ ଇଂଜିନି ସରକାର କଣ କରୁଛି ଯାହା ଦେଖିବାକୁ ରହିଲା ପ୍ରଶାସନ ପକ୍ଷରୁ କେବେ ଅଠରବାଟିଆ ଗ୍ରାମ ରାସ୍ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କେବେ ନିୟାଯାଉଛି