ନିଟ୍ ବିବାଦ : ଇସ୍ରୋ ଓ ଏମ୍ସର ପୂର୍ବତନ ମୁଖ୍ୟଙ୍କୁ ନେଇ ୭ ଜଣିଆ କମିଟି ଗଠିତ

ନିଟ ପେପର ଲିକ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଆଜି ଶିକ୍ଷା ମନ୍ତ୍ରଣାଳୟ ୭ ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ…

ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

ବାଲେଶ୍ଵର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଲାହାପାଳ ଗ୍ରାମରେ ଗତକାଲି ଦ୍ଵିପ୍ରହରରେ ଦୁଇ ଭାଇ କୌଣସି କାରଣରୁ ମାରପିଟ୍ ହୋଇଥିଲେ ।…

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ କାଣ୍ଡ, ଟାଙ୍ଗିଆ ଆକ୍ରମଣରେ ଦୁଇ ଯୁବକ ଆହାତ

ନିଜ ମାମୁଁ ଘରକୁ ବୁଲିବାକୁ ଆସିଥିବା ଭଣଜା , ମାମୁଁ ଘର ଗାଁରେ ଘଟାଇଲା ଉନ୍ମତ କାଣ୍ଡ । ଗାଁ ଦାଣ୍ଡରେ…

ଭୁବନେଶ୍ୱର ନୀଳାଦ୍ରି ବିହାର ATM ଛକ ପାଖରେ ବୋମାମାଡ଼, ପୁଣି ମୁଣ୍ଡ ଟେକିଲେ କଳା ପଲସର ଗ୍ୟାଙ୍ଗ

ଭୁବନେଶ୍ୱର ନୀଳାଦ୍ରି ବିହାର ATM ଛକ ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ କରାଯାଇଛି । ସୂଚନା ଅନୁସାରେ, ଏକ କଳା…

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ନିଲମ୍ବିତ । ଜୋରଦାର ବିରୋଧ ପରେ ନିଷ୍ପତ୍ତି ନେଲା କ୍ରିଡା ମନ୍ତ୍ରଣାଳୟ । ନବ ନିର୍ବାଚିତ ଅଧ୍ୟକ୍ଷ ସଂଜୟ ସିଂଙ୍କ ମାନ୍ୟତା ରଦ୍ଦ