
ଶୁକ୍ରବାର ଆଫଗାନିସ୍ତାନରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି।
ସୂଚନାନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୪.୩ ରହିଥିଲା। ୧୭ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଛି। ଗତକାଲି ମଧ୍ୟ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ରହିଥିଲା। ଏହାର ପ୍ରଭାବ ଭାରତର ଅନେକ ରାଜ୍ୟରେ ମଧ୍ୟ ପଡ଼ିଥିଲା।
Your point of view caught my eye and was very interesting. Thanks. I have a question for you. https://www.binance.com/register?ref=GGYHGRE
Thanks for sharing. I read many of your blog posts, cool, your blog is very good. https://accounts.binance.com/en/register?ref=JHQQKNKN
Your article helped me a lot, is there any more related content? Thanks!