ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ରଙ୍କ ନାମ ଘୋଷଣା ପରେ ବଲାଙ୍ଗୀର ଉତ୍ସବ ମୁଖର

ବିଜେଡି ଦଳ ପକ୍ଷରୁ ବିଧାନସଭା ଓ ଲୋକସଭା ପ୍ରାଥୀ ଘୋଷଣା କରିଛି ବିଜେଡି । ଦଳର ସୁପ୍ରିମ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଆସନ ପାଇଁ ଟିକେଟ ଘୋଷଣା କରି ଥିବା ବେଳେ ବଲାଙ୍ଗୀର ଲୋକ ସଭା ପାଇଁ ପ୍ରାଥୀ ଘୋଷଣା କରିଛି ବିଜେଡି । ବଲାଙ୍ଗୀର ଜିଲ୍ଲା ର ହେବିୱଟ ନେତା ସୁରେନ୍ଦ୍ର ସିଂହ ଭୋଇ ଙ୍କୁ ପ୍ରାଥୀ କରିଛି ଦଳ ।ଯାହାକୁ ନେଇ ବଲାଙ୍ଗୀର ଓ ସୋନପୁର ଜିଲ୍ଲା ରେ ଖୁସି ମାହୋଲ ଦେଖାଦେଇଛି ।

ତେବେ ଟିକେଟ ଘୋଷଣା ହେବା ପରେ ସଇଁତଲା ବାସ ଭବନରେ ବିଜେଡି କର୍ମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ସ୍ୱଗତ ସମ୍ବର୍ଦନାମଧ୍ୟ ଦିଆଯାଇଛି ।

Leave a Reply

Your email address will not be published. Required fields are marked *