‘ଭୟଭୀତ ଏକଛତ୍ରବାଦୀ ଶାସକ ଏକ ମୃତ ଗଣତନ୍ତ୍ର ସୃଷ୍ଟି କରିବାକୁ ଚାହୁଁଛି’: ରାହୁଲ ଗାନ୍ଧୀ

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗର୍ଜିଛନ୍ତି । ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଲେଖି ସେ କହିଛନ୍ତି, “ଭୟଭୀତ ଏକଛତ୍ରବାଦୀ ଶାସକ ଏକ ମୃତ ଗଣତନ୍ତ୍ର ସୃଷ୍ଟି କରିବାକୁ ଚାହୁଁଛି। ଗଣମାଧ୍ୟମ ସମେତ ସମସ୍ତ ଅନୁଷ୍ଠାନକୁ କାବୁ କରିବା, ଦଳ ଭାଙ୍ଗିବା, କମ୍ପାନୀରୁ ଟଙ୍କା ଲୁଟିବା, ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟକୁ ଫ୍ରିଜ୍ କରିବା ‘ଶୟତାନ ଶକ୍ତି’ ପାଇଁ ପର୍ଯ୍ୟାପ୍ତ ନୁହେଁ, ବର୍ତ୍ତମାନ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଗିରଫ ମଧ୍ୟ ଏକ ସାଧାରଣ କଥା ହୋଇଛି। ନିଶ୍ଚିତ ଇଣ୍ଡିଆ ଏହାକୁ ଏକ ଉପଯୁକ୍ତ ଉତ୍ତର ଦେବ। “

One thought on “‘ଭୟଭୀତ ଏକଛତ୍ରବାଦୀ ଶାସକ ଏକ ମୃତ ଗଣତନ୍ତ୍ର ସୃଷ୍ଟି କରିବାକୁ ଚାହୁଁଛି’: ରାହୁଲ ଗାନ୍ଧୀ”

Leave a Reply

Your email address will not be published. Required fields are marked *