ଭୁବନେଶ୍ୱର: ସୃଷ୍ଟ ଗଭୀର ଅବପାତ ଆଜି ନେବ ବାତ୍ୟାର ରୂପ, ପରେ ବାଙ୍ଗଲାଦେଶ ଆଡକୁ ଗତି କରିବ, ୨୫ ତାରିଖରେ ବାତ୍ୟା ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଛୁଇଁବା ସମ୍ଭାବନା, ପ୍ରଭାବରେ ଉପକୂଳ ଓଡିଶାରେ ପବନର ବେଗ ରହିବ ଘଣ୍ଟାପ୍ରତି ୪୫ରୁ ୬୫ କିମି

Leave a Reply

Your email address will not be published. Required fields are marked *