କଟକ : କଟକ ନୂଆ ବସଷ୍ଟାଣ୍ଡ ଉଦଘାଟନ ପୂର୍ବରୁ ବ୍ୟବସାୟୀଙ୍କ ଧାରଣା , ଜୀବିକା ହରାଇବା ଭୟରେ ବାଦାମବାଡ଼ି ବସଷ୍ଟାଣ୍ଡରେ ପ୍ରତିବାଦ, ଉଦ୍ଘାଟନ ପୂର୍ବରୁ ଥଇଥାନ ଦାବି ,ବସଷ୍ଟାଣ୍ଡର ସବୁ ଦୋକାନ ବନ୍ଦ , ୧୬ ତାରିଖ ରହିଛି ଉଦ୍ଘାଟନ କାର୍ଯ୍ୟକ୍ରମ

Leave a Reply

Your email address will not be published. Required fields are marked *