Donald Trump: ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବିବାଦୀୟ ବୟାନ, ଆମେରିକା ରାଜନୀତିରେ ଝଡ଼!

ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ତେଜିଲା ରାଜନୈତିକ ବିବାଦ। ଡେମୋକ୍ରାଟିକ୍ ପାର୍ଟିର ସିନେଟ୍ ପ୍ରାର୍ଥୀ ଅବଦୁଲ ଏଲ୍-ସୟଦଙ୍କୁ ନେଇ ଆମେରିକାର ରାଷ୍ଟ୍ରପତି…