ବିଧାୟକଙ୍କ ଉପସ୍ଥିତିରେ ଆରମ୍ଭ ହେଲା ରବି ଧାନ କିଣା

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିର୍ଧାରିତ ତାରିଖ ଅନୁଯାୟୀ ଆଜି ବରଗଡ ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କିଣା…

ଅଗ୍ନିକାଣ୍ଡରେ ଜଳିଗଲା 3 ବଖରା ଘର

ଆନନ୍ଦପୁର ବ୍ଲକ କୋଡାପଡାରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର । ସୂଚନା ଅନୁସାରେ…

ନେପାଳ ସୀମା ନିକଟରେ ପ୍ରଚଣ୍ଡ ଭୂମିକମ୍ପ, ଭାରତ ଏବଂ ଭୁଟାନରେ ପଡିଛି ଏହାର ପ୍ରଭାବ; ଘର ଛାଡି ପଦାରେ ଲୋକେ

ନେପାଳ ଏବଂ ଭାରତ ସୀମା ନିକଟରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯଦିଓ ଭୂମିକମ୍ପର କେନ୍ଦ୍ରସ୍ଥଳ ତିବ୍ଦତରେ ଥିଲା। ରିକ୍ଟର…

ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ

ଗତକାଲି ରାତିଠାରୁ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଥିବା ବେଳେ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ଭାରତ ଏବଂ…

ଆନ୍ଦୋଳନ ତୀବ୍ର ଓ କାମ ବନ୍ଦ, ଗର୍ଜିଲେ ଟ୍ରକ ମାଲିକ ସଂଘ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଅନ୍ତର୍ଗତ ରୁଙ୍ଗୁଟା କମ୍ପାନୀ ସମୁଖରେ ଆନ୍ଦୋଳନ । ରାମଚଣ୍ଡୀ ଟ୍ରକ ମାଲିକ ସଂଘ ପକ୍ଷରୁ ହଜାର…

ଗାଡି ଚେକିଂ ବେଳେ ବାହାରିଲା ବନ୍ଧୁକ, ଜଣେ ଚମ୍ପଟ

କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅଞ୍ଚଳରେ ଗତକାଲି ରାତି ପ୍ରାୟ ୧୧ଟା ରେ ସାରଙ୍ଗଡ ପୋଲିସ ପକ୍ଷରୁ ନାକା ଲଗେଇ ସମସ୍ତ…

ବର୍ବାଦ ହେଇଯିବ ପାକିସ୍ତାନ ଏବଂ ବାଂଲାଦେଶ କ୍ରିକେଟ, ଯଦି ବିସିସିଆଇ କରେ ‘Boycott’, ହୋଇଯିବ ଏତେ କୋଟି ଟଙ୍କାର କ୍ଷତି

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ କ୍ରିକେଟ ଉପରେ ମଧ୍ୟ ଦେଖାଦେଇଛି । ପହଲଗାମ ଆକ୍ରମଣ ପରେ, ବିସିସିଆଇ…

ମକଡ୍ରିଲ ପାଇଁ ଜନସାଧାରଣଙ୍କୁ ସଚେତନତା

ଯୁଦ୍ଧ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ଆଜି ଅପରାହ୍ନ ୪ ଟାରେ ହେବ ମକଡ୍ରିଲ । ସେଥିପାଇଁ ସ୍ଥାନୀୟ ଲୋକଙ୍କୁ କିଭଳି…

ଯେଉଁଠାରେ ଦିଆଯାଇଥିଲା ଅଜମଲ କସାବ ଏବଂ ଡେଭିଡ୍ ହେଡଲିଙ୍କୁ ତାଲିମ, ଏହାକୁ ଏବେ ଧୂଳିସାତ କରିଛି ଭାରତୀୟ ସେନା

୭ ମଇ ମଧ୍ୟରାତ୍ରି ୧.୦୫ ରୁ ୧.୩୦ ପର୍ଯ୍ୟନ୍ତ ଭାରତୀୟ ସେନା ଦ୍ୱାରା ସିନ୍ଦୂର ଅପରେସନ କରାଯାଇଥିଲା। ଏହି ଆକ୍ରମଣରେ ପାକିସ୍ତାନ…

ଡାକ୍ତରଙ୍କ ପରାମର୍ଶ ୩୦ ଦିନ ପର୍ଯ୍ୟନ୍ତ ଲେମ୍ବୁ ପାଣି ପିଇଲେ କ’ଣ ହେବ, ଆପଣ ବି ଜାଣିନିଅନ୍ତୁ ଏବଂ ଉଠାନ୍ତୁ ଫାଇଦା

ଆପଣଙ୍କ ଖାଦ୍ୟପେୟରେ ସଠିକ୍ ପରିବର୍ତ୍ତନ କରିବା ଆପଣଙ୍କୁ ସୁସ୍ଥ ରଖିବା ଏବଂ ଆପଣଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବାରେ ଏକ ବଡ଼…