Priyanka karwachauth : ବିଦେଶରେ ଦେଶୀ ଗର୍ଲଙ୍କ କରୱା ଚୌଥ ! ସ୍ୱାମୀ ନିକ୍‌ଙ୍କ ପାଇଁ ସଜେଇ ହେଲେ ପ୍ରିୟଙ୍କା !

ବିଦେଶରେ ରହିଲେ ବି ଭୁଲିନାହାନ୍ତି ଭାରତୀୟ ପରମ୍ପରା। ପୁଣିଥରେ ଦେଶୀ ଅନ୍ଦାଜରେ ନଜର ଆସିଛନ୍ତି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା।…