ଛୋଟ ସହରରୁ ଦେଶର ଶୀର୍ଷ ପଦ ପର୍ଯ୍ୟନ୍ତ ମୋଦୀଙ୍କ ୭୬ ବର୍ଷର ଜୀବନ ଯାତ୍ରା ।

ଗୁଜରାଟର ଏକ ଛୋଟ ସହର,ସାଧାରଣ ପରିବାର, ପରିବାରର ଚା’ ଦୋକାନରେ କାମ | ଆଉ ସେହି ସାଧାରଣ ପରିବେଶରୁ ଦେଶର ପ୍ରଧାନମନ୍ତ୍ରୀ…