Kulgam Encounter : ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀର ବଡ଼ ଅପରେସନ୍, କୁଲଗାମରେ ଲସ୍କର ଆତଙ୍କୀ ନିହତ !

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାବାହିନୀର ବଡ଼ ଅପରେସନ୍। ଗୁଳିର ଶବ୍ଦରେ କମ୍ପିଲା କୁଲଗାମ। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ।…