UPI Transaction Record : UPI କାରବାରରେ ନୂଆ ଇତିହାସ, ପ୍ରଥମ ଥର ୩୦ ଲକ୍ଷ କୋଟି ଟଙ୍କା ଟପିଲା ଡିଜିଟାଲ ପେମେଣ୍ଟ !

ଡିଜିଟାଲ ଦୁନିଆରେ ଭାରତର ନୂଆ ଇତିହାସ। UPI କାରବାରରେ ସୃଷ୍ଟି ହେଲା ସର୍ବକାଳୀନ ରେକର୍ଡ। ପ୍ରଥମ ଥର ପାଇଁ ମାସିକ UPI…