Shahrukh khan Birthday : ୬୧ ବର୍ଷରେ ପାଦ ଦେଲେ ବଲିଉଡ୍ ବାଦଶାହ ଶାହରୁଖ ଖାନ୍, ଫ୍ୟାନ୍ସଙ୍କୁ ଦେଲେ ଫ୍ଲାଇଂ କିସ୍ !

ବଲିଉଡ୍‌ର କିଙ୍ଗ୍ ଖାନ୍‌ଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍। ୬୧ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ ବାଦଶାହ ଶାହରୁଖ…