Sonu Sood Puri Visit : ବଡ଼ଦାଣ୍ଡରେ ବଲିଉଡ୍‌ ଅଭିନେତା, ମହାପ୍ରଭୁଙ୍କ ଦର୍ଶନ କଲେ ସୋନୁ ସୁଦ୍‌

ପୁରୀ: ଶ୍ରୀକ୍ଷେତ୍ରରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସୋନୁ ସୁଦ୍‌। ପୁରୀ ବଡ଼ଦାଣ୍ଡରେ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି…