Bihar Accident : ପୋଲ ତଳକୁ ଖସିଲା ସ୍କର୍ପିଓ, ଚାଲିଗଲା ୬ ଜୀବନ !

ବିହାର: ବିଳମ୍ବିତ ରାତିରେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା। ନଦୀକୁ ଖସିପଡ଼ିଲା ଯାତ୍ରୀବାହୀ ସ୍କର୍ପିଓ। ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ।…