ମୃତ ହାତୀଶାବକ ଜବତ ପରେ ଘଟଣାର ତଦନ୍ତ ଆରମ୍ଭ କଲା ବନବିଭାଗ

କେନ୍ଦୁଝର ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଅନ୍ତର୍ଗତ ଦଡୁଆଁ ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଜନ୍ମ ପରେ ଏକ ହାତୀ ଶାବକର ସନ୍ଦେହ
ଜନ କ ମୃତ୍ୟୁ ଘଟିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୨ଟା ସମୟରେ ଉକ୍ତ ଗ୍ରାମରେ ମାଈ ହାତୀଟି ଏକ ଶାବକକୁ ଜନ୍ମ ଦେଇଥିଲା। ମାତ୍ର ଶାବକ ହାତୀଟିର ଆଜି ସକାଳେ ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳଇଛି ।

ବନ ବିଭାଗ ଶାବକ ର ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି

Leave a Reply

Your email address will not be published. Required fields are marked *