ବୌଦ୍ଧ: ତେଲ ନଦୀରେ ଫସିଛନ୍ତି ୧୨ ଟିକିଆ ହାତୀ ପଲ, ସୁନାଦେଈ ଜଙ୍ଗଲରୁ ବାହାରି ନଦୀ ପାର ବେଳେ ଫସିଲେ, କଣ୍ଟାମାଳ ରେଞ୍ଜ ମାଣିକପୁର ଗାଁ ନିକଟରେ ଫସିଛନ୍ତି

ପଟ୍ଟାମୁଣ୍ଡାଇ: ଘରୋଇ ଫାଇନାନ୍ସ କର୍ମଚାରୀ ଅପହରଣ ଅଭିଯୋଗ, ତଣ୍ଟିଆପାଳ ସାମୁଦ୍ରିକ ଥାନା ବାବର ଆଇବି ଛକ ନିକଟରୁ ମିଳିଛି ବାଇକ ଓ ଚପଲ, ପରିବାର ପକ୍ଷରୁ ଥାନାରେ ଅପହରଣ ନେଇ ଅଭିଯୋଗ

ଏସୀୟ କ୍ରୀଡ଼ା ସୁଟିଂରେ ଭାରତକୁ ଆଉ ଏକ ରୌପ୍ୟ, ପୁରୁଷ ସ୍କିଟ୍‌ ଇଭେଣ୍ଟରେ ରୌପ୍ୟ ଜିତିଲେ ଅନନ୍ତ ନାରୁକା, ୫ ସ୍ୱର୍ଣ୍ଣ, ୭ ରୌପ୍ୟ, ୧୦ ବ୍ରୋଞ୍ଜ ସହ ଭାରତକୁ ୨୨ ପଦକ, ୨୨ ପଦକ ସହ ତାଲିକାର ଷଷ୍ଠ ସ୍ଥାନରେ ଭାରତ

ନବରଙ୍ଗପୁର: ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିଲା ବସ୍‌, ପିଇଟି ଶିକ୍ଷକଙ୍କ ମୃତ୍ୟୁ,୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ, ମୃତକ ସ୍ୱାମୀ ବିବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ

ରାଜକୋଟରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ, ଟସ୍‌ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳିବ ଭାରତ

ବାଣପୁର ସବ-ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ

ନିଖିଳ ଓଡିଶା କାରାଗାର କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ବାଣପୁର ଉପ କାରାଗାର ର କର୍ମଚାରୀ ମାନେ ସୋମବାର ଠାରୁ ଆମରଣ…

ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍

ଚୀନର ହାଙ୍ଗଝୌ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ୍ ଦଳ। ପ୍ରଥମ…

ଭୁବନେଶ୍ବର: ଅଧ୍ୟାପକ ଓହ୍ଲାଇଲେ ଆନ୍ଦୋଳନକୁ, ସମାନ କାମକୁ ସମାନ ଦରମା ଦାବିରେ ଅଧ୍ୟାପକ ରାଜରାସ୍ତାରେ, ସବୁ ବିଧାୟକ ମନ୍ତ୍ରୀଙ୍କ ଘର ସମ୍ମୁଖରେ ୬୬୨ ବର୍ଗ କଲେଜ ଅଧ୍ୟାପକଙ୍କ ମେଳି

ଗଜପତି: ମୋହନା ଅଡବା ଥାନା ଅଞ୍ଚଳରେ ଡବଲ ମର୍ଡର, ସ୍ବାମୀ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା, ସ୍ବାମୀଙ୍କ ହତ୍ୟା ଖବର ଶୁଣି ଘରକୁ ଯିବା ବାଟରେ ସ୍ତ୍ରୀଙ୍କୁ ହୋଇଥିଲା ଆକ୍ରମଣ

ସ୍ବାଭାବିକ ଭାବେ ଚାଲିପାରୁନି ମୌସମୀ ଅଧିବେଶନ

ଆଜି ବି ସ୍ବାଭାବିକ ହୋଇପାରିଲାନି ଗୃହ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ପ୍ରଶ୍ନକୁ ରିଜେକ୍ଟ କରାଯାଉଥିବା ନେଇ…