ଥାନା ଆଗରେ ଦଳିତ ମହିଳାଙ୍କୁ ଅର୍ଦ୍ଧ ନଗ୍ନ କରି ନିସ୍ତୁକ ପିଟିଲା ଚାନ୍ଦବାଲି ପୋଲିସ, ଭିଡିଓ ଭାଇରାଲ

ପୋଲିସର କାମ ସୁରକ୍ଷା ଦେବା। ମହିଳାଙ୍କ ଇଜ୍ଜତ ରକ୍ଷା କରିବା। ହେଲେ ଯେତେବେଳେ ଏହି ପୋଲିସ ମହିଳାଙ୍କ ଇଜ୍ଜତ ଲୁଟିବାକୁ ପଛେଇବ…

ଦିଲ୍ଲୀ ମଦ ଦୁର୍ନୀତି ମାମଲା: କୋର୍ଟ ପରିସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା CBI

ଦିଲ୍ଲୀର ବହୁଚର୍ଚ୍ଚିତ ଏବଂ ବିବାଦୀୟ ମଦ ଦୁର୍ନୀତି ମାମଲାରେ ଆର୍ଥିକ ହେରଫେର ଅଭିଯୋଗରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଭିତରେ ମୁଖ୍ୟ…

ଯାତ୍ରା ଦେଖାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ, ୬ ଜଣ ଗୁରୁତର

ଯାତ୍ରା ଦେଖାରୁ ଗୋଷ୍ଠୀ ସଂଘର୍ଷ। ଯାତ୍ରା ପଡିଆ ପାଲଟିଲା ରଣକ୍ଷେତ୍ର। ଆକ୍ରମଣରେ ୬ ଜଣ ଗୁରୁତର ଆହତ। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି…

ସିନ୍ଦୁରଗୈାରୀ ଗ୍ରାମ ପୁରୁଣା ରେଳ ଫାଟକ ନିକଟରେ ଛାତ୍ରଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ରାଇରଙ୍ଗପୁର ନିକଟସ୍ଥ ସିନ୍ଦୁରଗୈାରୀ ଗ୍ରାମରେ ମଙ୍ଗଳବାର ସକାଳୁ ଶୋକର ମାହୋଲ। ଗାଁ ନିକଟବର୍ତ୍ତୀ ପୁରୁଣା ରେଳ…

ରାଜ୍ୟସଭାରେ କଟ୍ଟର ବିରୋଧୀ ଭୂମିକା ତୁଲାଇବ ବିଜେଡି

ବଦଳିଲା ବିଜେଡିର ରଣନୀତି। ଆଉ ପ୍ରୋ ଗଭମେଣ୍ଟ ପାର୍ଟି ହୋଇ ରହିବ ନାହିଁ। ରାଜ୍ୟସଭାରେ ବିରୋଧୀ ଭୂମିକାକୁ ଓହ୍ଲାଇବ ବିଜେଡି। ରାଜ୍ୟର…

ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଡୋଲାମଣି, ଉଚ୍ଚସ୍ତରୀୟ ତଦନ୍ତ ଦାବି

ବଲାଙ୍ଗିର ଦାଦନ ପ୍ରବଣ ଜିଲ୍ଲା ଭାବେ କୁଖ୍ୟାତି ଅର୍ଜନ କରିଛି। ଏହି ଜିଲ୍ଳାର ହଜାର ହଜାର ଲୋକ ପେଟପାଟଣା ପାଇଁ ଭିଟାମାଟି…

ଉଗ୍ର ହେଉଛି ବିଜେପିର ଗୋଷ୍ଠୀ କନ୍ଦଳ, ଆଶାୟୀଙ୍କ ଉପରେ ପରାସ୍ତ ପ୍ରାର୍ଥୀଙ୍କ ଆକ୍ରମଣ ଅଭିଯୋଗ

ଯାଜପୁର ବିଜେପିରେ ଉଗ୍ର ହେବାରେ ଲାଗିଛି ଗୋଷ୍ଠୀ କନ୍ଦଳ। ଯେଉଁ ବିଦ୍ରୋହ ଭିତରେ ଭିତରେ କୁହୁଳୁଥିଲା, ଏବେ ତାହା ଆଗ୍ନେୟ ଉଦଗୀରଣର…

ପଞ୍ଚାୟତ ମୁଖିଆରୁ ନିଟ୍ ପେପର ଲିକ ମୁଖିଆ: ସଂଜୀବ ଓରଫ ଲୁଟନ ମୁଖିଆକୁ ଖୋଜୁଛି ପୋଲିସ

ପାଟନା ମେଡିକାଲ କଲେଜରେ ଆଡମିଶନ ପାଇଁ ଏନଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ମାମଲାର ଯାଞ୍ଚ…

ନିଟ୍ ବିବାଦ : ଇସ୍ରୋ ଓ ଏମ୍ସର ପୂର୍ବତନ ମୁଖ୍ୟଙ୍କୁ ନେଇ ୭ ଜଣିଆ କମିଟି ଗଠିତ

ନିଟ ପେପର ଲିକ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ଆଜି ଶିକ୍ଷା ମନ୍ତ୍ରଣାଳୟ ୭ ଜଣିଆ ଉଚ୍ଚସ୍ତରୀୟ ବିଶେଷଜ୍ଞ…

ମୋହନ ସରକାରରେ ୨୨ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ନବ ଗଠିତ ବିଜେପି ସରକାର ଆଜି ଅତି କମରେ ୨୨ ଅଧିକାରୀଙ୍କୁ ପଦୋନ୍ନତି ପ୍ରଦାନ କରିଛନ୍ତି…