
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ୧୩ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନର୍ଲା ସହରକୁ ଏନଏସି ମାନ୍ୟତା ପ୍ରଦାନ ପରେ ନର୍ଲା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଅଞ୍ଚଳ ବାସୀ ଖୁବ୍ ଧୁମ୍ ଧାମ ରେ ବାଜା ବଜେଇ ବିଧାୟକଙ୍କୁ ସ୍ଵାଗତ କରିଥିଲେ। ଅଞ୍ଚଳ ବାସୀଙ୍କ ପକ୍ଷରୁ ନର୍ଲା ବ୍ଲକ୍ ଛକ ଠାରୁ ଶୋଭାଯାତ୍ରାରେ ବାହାରି ବସଷ୍ଟାଣ୍ଡ ରେ ଏକ କୃତଜ୍ଞତା ସଭା ଆୟୋଜନ ହୋଇଥିଲା। ନର୍ଲା ଏନଏସି ଘୋଷଣା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ବିଧାୟକ ଶ୍ରଯୁକ୍ତ ଭୂପିନ୍ଦର ସିଂ ଙ୍କୁ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି ।
I don’t think the title of your article matches the content lol. Just kidding, mainly because I had some doubts after reading the article. https://www.binance.info/futures/ref?code=L4EUT9FG
Your point of view caught my eye and was very interesting. Thanks. I have a question for you.