ମାଓବାଦୀ ଓ ପୋଲିସ ଗୁଳି ବିନିମୟ

ବରଗଡ଼ ଜିଲ୍ଲା ପାଇକମାଲ ,ପାଇକମାଲ ପୋଲିସ ଓ ବଲାଂଗୀର-ବରଗଡ଼-ମହାସମୁନ ମାଓ ଡିଭିଜନ ମାଓବାଦୀ ର ଆଜି ରାତିରୁ ଗୁଳିବିନିମୟ ଚାଲୁରହିଛି । ପାଇକମାଲରେ ଥିବା ଗନ୍ଧମାର୍ଦ୍ଧନ ପର୍ବତରେ ଏହି ଗୁଳି ବିନିମୟ ଜାରି ରହିଛି । କିଛିଦିନ ପୂର୍ବରୁ ମଧ୍ୟ ଏପରି ଗୁଳି ବୁନିମୟ ହୋଇଥିଲା ଓ ପୋଲିସ କେବଳ କିଛି ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲା । ଆଜିପୁଣି ଗୁଳିବିନମୟ ଜାରି ରହିଛି , ଦେଖିବାକୁ ଗଲେ କିଛିଦିନ ହେବ ମାଓବାଦୀର ଏହି ଅଞ୍ଚଳରେ ପୁଣି ସକ୍ରିୟ ହୋଇଥିବା ଏଥିରୁ ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *