
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ ଅନ୍ତର୍ଗତ ମଚ୍ଛାଳୋ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓଡ଼ିଶା ଭାଷା ସମ୍ନିଳନୀ ଉପଲକ୍ଷେ ମଣ୍ଡଳ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳ ଉତ୍ସବ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଇଓ ତପଧନ ସ୍ୱାଇଁ ,ସମ୍ମାନୀତ ଅତିଥି ଭାବେ ଏବିଇଓ ବସନ୍ତ କୁମାର ନାୟକ, ସିଆରସି ପ୍ରସାନ୍ତ ଯେନା, ହୀମାସୁଂ ଭୂଷଣ ଯେନା, ପ୍ରଭାତ ଧିର,ବିଶିକେଶନ ଭୂୟାଁ,ସୁକାନ୍ତ ଯେନା ଯୋଗଦେଇଥିଲେ। ଏଥିରେ ବ୍ଲକରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନ କବିତା ପାଠନ କରିଛନ୍ତି।ସେଥିମଧ୍ୟରୁ ଚୟନ ହୋଇଥିବା ଛାତ୍ରଛାତ୍ରୀ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ବିଇଓ କହିଛନ୍ତି। ଏଥିରେ ବିଦ୍ୟାଲୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହିଥିଲେ।
Thanks for sharing. I read many of your blog posts, cool, your blog is very good.
I don’t think the title of your article matches the content lol. Just kidding, mainly because I had some doubts after reading the article.