
ଓଡ଼ିଶାରେ ପାଦ ଦେଉଦେଉ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଖାଲି ବର୍ଷିଲେ ନାହିଁ, କେମିତି ରାଜ୍ୟରେ ବିଜେପି ସରକାର ହେବ ସେନେଇ ଦେଲେ ଗୁରୁମନ୍ତ୍ର । ଏମିତିକି ଆଗାମୀ ଦିନରେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ନିଶ୍ଚୟ ହେବ ବୋଲି କହିଲେ ରାଜନାଥ । ଆଗାମୀ ଦିନରେ ଓଡ଼ିଶାର ଲୋକ ବିଜେପିକୁ ଭୋଟ୍ ଦେଲେ ରାଜ୍ୟର ବିକାଶ ଡବଲ ହେବ ବୋଲି କହିଛନ୍ତି ରାଜନାଥ । ଖାଲି ଏତିକି ନୁହେଁ ବରଂ, ଓଡ଼ିଶା ସହ ମୋର ଭାବନାତ୍ମକ ସଂପର୍କ ରହିଛି ।
କଂଗ୍ରେସ ସରକାର ବେଳେ ଭାରତ ସୁରକ୍ଷା ଯାତ୍ରା ମୁଁ ଓଡ଼ିଶାରୁ ଆରମ୍ଭ କରିଥିଲି ବୋଲି କହିଛନ୍ତି ରାଜନାଥ ।ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସାରା ଦେଶର ଚିତ୍ର ବଦଳିଛି । ଏଠାରେ ବି ଡବଲ ଇଂଜିନ ସରକାର ହେବା ଦରକାର । ମୋଦିଙ୍କ ସନ୍ଦେଶ ନେଇ ପ୍ରତି କାର୍ଯ୍ୟକର୍ତ୍ତା ଲାଭାର୍ଥୀଙ୍କ ପାଖକୁ ଯାଆନ୍ତୁ । ସବୁ ଲାଭାର୍ଥୀଙ୍କୁ ମୋଦି ଦେଉଥିବା ସୁବିଧା ମିଳିବା ଦରକାର । ବିଜେପି ଏକମାତ୍ର ପାର୍ଟି ଯିଏକି ଯାହା କହେ, ସେୟା କରେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ରାଜନାଥ ସିଂ ।
ଓଡିଶାରେ ବିଜେପି ସରକାର ଗଠନ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି ପରେ ପ୍ରତିକ୍ରିୟା ରଖିଛି ବିଜେଡି । ୨୦୧୯ର ଉଦାହରଣ ଦେଇ, ଗତଥର ନିର୍ବାଚନ ପୂର୍ବରୁ କେନ୍ଦ୍ରର ବଡ ନେତାମାନେ କହୁଥିଲେ ବିଜେଡି ପୋଡ଼ା ଟ୍ରାନ୍ସଫର୍ମର।, କିନ୍ତୁ ବିଜେଡି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ନିର୍ବାଚନ ଜିତିଥିଲା । ଓଡ଼ିଶାରେ ବିଜେଡି ୫-୫ ଥର ଜିତିଛି ।ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ। ତେଣୁ ରାଜ୍ୟରେ ଆଉ କୌଣସି ଦଳ ନୁହେଁ ବିଜେଡି ଆସିବା କହିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ। ସେପଟେ ପିସିସି ସଭାପତି କହିଛନ୍ତି ରାଜ୍ୟରେ ବିଜେପିର ଡବଲ ଇଂଜିନ ସରକାର କଥା ସ୍ବପ୍ନ । ଖାଲି ସେତି ନୁହେଁ, ଶରତ ଆହୁରି କହିଛନ୍ତି କି, ଡବଲ ଇଂଜିନ କଥା ଛାଡ଼ ଦେଶରେ ଯେଉଁ ସିଂଗିଲ ଇଂଜିନ ରହିଛି ତାହା ଆଗକୁ ରହିବ କି ନାହିଁ ସେଇଟା ଏବେ ବଡ ପ୍ରଶ୍ନ
ତେବେ ରାଜନାଥ ସିଂହଙ୍କ ଗଞ୍ଜାମ କାର୍ଯ୍ୟକ୍ରମ ପୂର୍ବରୁ ବିଜେପିରେ ନୂଆ କରି ସାମିଲ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ବିଶାଳ ରାଲିରେ ସହର ପାରିକ୍ରମା କରିବା ସହ ନବୀନ ସରକାରର ମୂଳପୋଛ କରିବାକୁ ସମର୍ଥକଙ୍କୁ ଦେଇଥିଲେ ଆହ୍ବାନ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତୃତ୍ବ ମଞ୍ଚାସୀନ ରହି ବିରାଟ ଜନ ସମାବେଶକୁ ଦେଇଥିଲେ ଉଦବୋଧନ
sportwetten unentschieden vorhersagen
Here is my blog: sichere basketball wetten
wette halbzeit endstand
Also visit my web site :: welcher wettanbieter hat den besten bonus; Caitlin,
dfb pokal wetten tipps
Stop by my site – buchmacher kostüm
sportwetten bild tipps
my webpage: erklärung handicap wette (Lemeilleurscenario.com)
It’s hard to find experienced people in this particular subject, but you sound like you know what you’re talking
about! Thanks
my blog post … SeriöSe Sportwetten Online – https://Navibooks.In,
kombiwetten zum nachtippen
Look into my web-site: buchmacher kappe
beste seite für sportwetten tipps
My website … Wett Vorhersage
bet live wetten
Look at my webpage … Wett tipps heute vorhersage
sportwetten schweiz steuern
Here is my homepage … Beste Wett App öSterreich – http://Eddiib.Com//Public_Html/Flamurthaqi/2025/10/06/Erfahrungen-Mit-Eishockey-Wetten –
quinella bet vs exacta box
Also visit my website: https://horse-betting.com/
sportwetten seiten vergleich
My web-site Asiatische Handicap Wette
oddset die sportwetten Online Neu tipps
was ist handicap beim wetten
Also visit my page … sportwetten einzelwetten strategie
(Amber)
sportwetten ohne einzahlung
Visit my web site die besten wettanbieter in deutschland; https://Sr.Npu.edu.ua/,